ସ୍ବର୍ଗତଃ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ପୁଣ୍ୟ ତିଥିର ଚିନ୍ତନ...
୰ ଗୋପାଳ ଚନ୍ଦ୍ର ପ୍ରହରାଜ* ଥିଲେ ଏକାଧାରରେ ଜଣେ ପ୍ରାବନ୍ଧିକ, ଲୋକ-ସାହିତ୍ୟ ଗବେଷକ, ଭାଷା ପ୍ରବୀଣ।
????ତାଙ୍କ ଲେଖାରେ ତତ୍କାଳୀନ 'ଗ୍ରାମୀଣ' ଶବ୍ଦର ବ୍ୟବହାର ଅଧିକ ଦେଖିବାକୁ ମିଳେ।
????ଫକୀର ମୋହନଙ୍କ ପରେ ଗୋପାଳ ଚନ୍ଦ୍ର ପ୍ରହରାଜ ହେଉଛନ୍ତି 'ଦ୍ୱିତୀୟ' ସାହିତ୍ୟକକାର, ଯେ କି 'ଗ୍ରାମୀଣ' ଭାଷାକୁ ଆପଣାର କରିଛନ୍ତି।
*????"ପୂର୍ଣ୍ଣଚନ୍ଦ୍ର ଭାଷାକୋଷ"* ନିର୍ମାଣ କରି ଗୋପାଳ ଚନ୍ଦ୍ର ପ୍ରହରାଜ ଓଡ଼ିଆ ଭାଷାକୁ ରୁଦ୍ଧିମନ୍ତ କରିଛନ୍ତି।
????ଏଥି ନିମନ୍ତେ ତାଙ୍କର ଜୀବନବ୍ୟାପୀ ପରିଶ୍ରମ ଅତୁଳନୀୟ। ଭାଷାକୋଷ ନିର୍ମାଣପାଇଁ *ମୟୂରଭଞ୍ଜର ମହାରାଜା ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେଓ* ତାଙ୍କୁ *ଆର୍ଥିକ ସହାୟତା* ପ୍ରଦାନ କରିଥିଲେ।
????ସେଥିପାଇଁ ଗୋପାଳ ଚନ୍ଦ୍ରଙ୍କ ଭାଷାକୋଷ *ଭାଷାର କୋଣାର୍କ "ପୂର୍ଣ୍ଣଚନ୍ଦ୍ର ଭାଷାକୋଷ"* ଭାବରେ ଓଡ଼ିଶାର କୋଣ ଅନୁକୋଣରେ ପରିଚିତ।
ଆଜି ତାଙ୍କର *ପୁଣ୍ୟତିଥିରେ (୨୭ ସେପ୍ଟେମ୍ବର ୧୮୭୪ ରୁ ୧୬ ମଇ ୧୯୪୫)*