୧୦ ଦିନରେ ତୈଳ ଦର ତୃତୀୟ ଥର ବୃଦ୍ଧି...

May 23, 2026 - 13:07
 7
୧୦ ଦିନରେ ତୈଳ ଦର ତୃତୀୟ ଥର ବୃଦ୍ଧି...

ପୁଣି ବଢିଲା ପେଟ୍ରୋଲ୍‌ ଓ ଡିଜେଲ୍ ଦର।

ଡିଜେଲ୍‌ ମୂଲ୍ୟ ଲିଟର ପ୍ରତି ୯୧ ପଇସା ବୃଦ୍ଧି କରାଯାଇଛି।

ପେଟ୍ରୋଲ୍‌ ମୂଲ୍ୟ ଲିଟର ପ୍ରତି ୮୭ ପଇସା ବୃଦ୍ଧି ପାଇଛି। 

୧୦ ଦିନରେ ତୃତୀୟ ଥର ପାଇଁ ବଢିଲା ତେଲ ଦର।