୨୦ତମ ରୋଜଗାର ମେଳା ଅନୁଷ୍ଠିତ...
ନିଯୁକ୍ତି ମେଳାରେ ନିଯୁକ୍ତି ପତ୍ର ବଣ୍ଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
୫୧ ହଜାରରୁ ଅଧିକ ଯୁବକଯୁବତୀଙ୍କୁ ନିଯୁକ୍ତିପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ।
ସାରା ଭାରତର ୪୫ଟି ସ୍ଥାନରେ ବୃହତ ରୋଜଗାର ମେଳା ଆୟୋଜିତ ହୋଇଛି।
ରୋଜଗାର ମେଳା ମାଧ୍ୟମରେ ପ୍ରାୟ ୧୨.୭୫ ଲକ୍ଷଙ୍କୁ ମିଳିଛି ନିଯୁକ୍ତି।