୨୦୨୦-୨୦୨୬ ଦୀର୍ଘ ବର୍ଷ ବ୍ୟବଧାନ ପରେ ଏବେ ଗୁଣ୍ଡିଚା ମନ୍ଦିର ହେଲା ପ୍ରବେଶ ମୁକ୍ତ...
ସର୍ବସାଧାରଣଙ୍କ ପାଇଁ ଖୋଲିଲା ଗୁଣ୍ଡିଚା ମନ୍ଦିର।
୬ ବର୍ଷ ପରେ ଖୋଲିଲା ମହାପ୍ରଭୁଙ୍କ ଜନ୍ମବେଦି ଗୁଣ୍ଡିଚା ମନ୍ଦିର।
ପୂଜାର୍ଚ୍ଚନା ପରେ ୭ଟା ୪୫ ମିନିଟ୍ରେ ଖୋଲିଲା ମନ୍ଦିର ।
ଶ୍ରଦ୍ଧାଳୁଙ୍କ ସହ ପ୍ରବେଶ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ।
ପ୍ରଥମ ୩ ଦିନ ମାଗଣା ପ୍ରବେଶ ବ୍ୟବସ୍ଥା ରହିଛି।
ଏହା ପରେ ଶ୍ରଦ୍ଧାଳୁ ଦେବେ ୧୦ ଟଙ୍କା ଶୁଳ୍କ।
୨୦୨୦ କୋଭିଡ ସମୟରୁ ବନ୍ଦ ଥିଲା ଗୁଣ୍ଡିଚା ମନ୍ଦିର।