ଅପରାଜିତାଙ୍କ ଅଭିଯୋଗ ଶୁଣାଣି ଏକ ନିରନ୍ତର ପ୍ରକ୍ରିୟା! .

ଅପରାଜିତାଙ୍କ ଅଭିଯୋଗ ଶୁଣାଣି ଏକ ନିରନ୍ତର ପ୍ରକ୍ରିୟା! . ତା ଭିତରେ ଘରୋଇ ହିଂସାର ଶିକାର ମା ଆଉ ପୁଅ। ଅଭିଯୁକ୍ତ ନିଜେ ସେହି ମହିଳାଙ୍କ ସ୍ୱାମୀ। ଥାନାବାବୁ ଶୁଣୁନାହାନ୍ତି। ମା ଆଉ ପୁଅଙ୍କ ଆଖିରେ ଲୁହ ମନରେ କୋହ ଫଟା ମୁଣ୍ଡ ଭଙ୍ଗା ହାତ। ସାଂସଦ ସ୍ତବ୍ଦ। ଅପରାଜିତାଙ୍କ ଫୋନ ଗଲା ଉଚ୍ଚ ପଦସ୍ତ ପୁଲିସ ଅଧିକାରୀଙ୍କ ପାଖକୁ। ଅଧଘଣ୍ଟା ଭିତରେ ଅଭିଯୁକ୍ତ ଟଣା ହେଲେ ହଜାତ ଭିତରକୁ। ଆକୁହିଁ କୁହନ୍ତି ନେତୃତ୍ୱ। ଅପରାଜିତାଙ୍କ ଭରଷା। ଅପରାଜିତା ଅଛନ୍ତି ତ ସମ୍ଭାବନା ଅଛି???? ରିପୋର୍ଟ ରଶ୍ମିରଂଜନ ମିଶ୍ର AV News24

May 2, 2025 - 16:59
 18
ଅପରାଜିତାଙ୍କ ଅଭିଯୋଗ ଶୁଣାଣି ଏକ ନିରନ୍ତର ପ୍ରକ୍ରିୟା!   .