ଜାତିଗତ ଜନଗଣନା ନେଇ କେନ୍ଦ୍ରର ନିଷ୍ପତ୍ତି ପ୍ରସଙ୍ଗ .

ଜାତିଗତ ଜନଗଣନା ନେଇ କେନ୍ଦ୍ରର ନିଷ୍ପତ୍ତି ପ୍ରସଙ୍ଗ . - ପ୍ରତିକ୍ରିୟା ରଖିଲେ ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର - ନବୀନ ବାବୁ ଏଥିପାଇଁ ଧନ୍ୟବାଦ ଦେଇଛନ୍ତି - ଏ ସମ୍ପର୍କରେ ସେ ଦୁଇଟି ଚିଠି ଦେଇଥିଲେ , ଏହା ଆମର ଦାବି ଥିଲା - ବିଳମ୍ବରେ ହେଲେ ବି ଏହା ହେଲା - ନ ପହଂଚିବା ଠାରୁ ବିଳମ୍ବରେ ପହଂଚିବା ଭଲ ବୋଲି କହିଲେ ଦେବୀ ମିଶ୍ର

ଜାତିଗତ ଜନଗଣନା ନେଇ କେନ୍ଦ୍ରର ନିଷ୍ପତ୍ତି ପ୍ରସଙ୍ଗ  .