ଅମୃତ ଭାରତ ଷ୍ଟେସନ ଯୋଜନାରେ ୧୭୨ଟି ଷ୍ଟେସନ କାର୍ଯ୍ୟ ସମ୍ପୂର୍ଣ୍ଣ

Feb 6, 2026 - 14:20
 27
ଅମୃତ ଭାରତ ଷ୍ଟେସନ ଯୋଜନାରେ ୧୭୨ଟି ଷ୍ଟେସନ କାର୍ଯ୍ୟ ସମ୍ପୂର୍ଣ୍ଣ

ଅମୃତ ଭାରତ ଷ୍ଟେସନ ଯୋଜନାରେ ୧୭୨ଟି ଷ୍ଟେସନ କାର୍ଯ୍ୟ ସମ୍ପୂର୍ଣ୍ଣ: ଅଶ୍ବିନୀ ବୈଷ୍ଣବ ଭାରତୀୟ ରେଳବାଇରେ ସେତୁ ସୁରକ୍ଷାକୁ ପ୍ରାଥମିକତା: ବର୍ଷକୁ ଦୁଇଥର ସମସ୍ତ ସେତୁ ଯାଞ୍ଚ ୨,୩୩୭ରୁ ୪୨,୬୭୭: ଏଲଏଚବି କୋଚ୍ ଉତ୍ପାଦନରେ ୧୮ ଗୁଣରୁ ଅଧିକ ବୃଦ୍ଧି ରେଳ ଷ୍ଟେସନରେ ୧୧,୬୫୦ ଷ୍ଟଲ/ୟୁନିଟ ଆବଣ୍ଟନ; ଏସସି/ଏସଟି ସମେତ ଯୋଗ୍ୟ ଆବେଦନକାରୀଙ୍କୁ

ଲାଭ

ନର ପୁନର୍ବିକାଶ ଷ୍ଟେସନର

ଦୀର୍ଘକାଳ କାଳୀନ ଆଭିମୁଖ୍ୟ ସହିତ ଷ୍ଟେସନଗୁଡ଼ିକର ପୁନର୍ବିକାଶ ପାଇଁ ରେଳ ମନ୍ତ୍ରଣାଳୟ ଅମୃତ ଭାରତ ଷ୍ଟେସନ ଯୋଜନା ଆରମ୍ଭକରିଛି। ଛି। ଏହି ଯୋଜନାରେ ମାଷ୍ଟରପ୍ଲାନ ପ୍ରସ୍ତୁତ କରିବା ଏବଂ ଷ୍ଟେସନଗୁଡ଼ିକର ଉନ୍ନତି ପାଇଁ ପର୍ଯ୍ୟାୟକ୍ରମେ ସେଗୁଡ଼ିକର କାର୍ଯ୍ୟକାରିତା ସାମିଲ ରହିଛି। ମାଷ୍ଟର ପ୍ଲାନିଂରେ ଅନ୍ତର୍ଭୁକ୍ତ:

ଷ୍ଟେସନ ଏବଂ ଆଖପାଖ ଅଞ୍ଚଳର ଉନ୍ନତି

ସହରର ଉଭୟ ପାର୍ଶ୍ବ ସହିତ ଷ୍ଟେସନର ସଂଯୋଗୀକରଣ

ଷ୍ଟେସନ ଭବନର ଉନ୍ନତି

♦ ପ୍ରତୀକ୍ଷା କକ୍ଷ, ଶୌଚାଳୟ, ବସିବା ବ୍ୟବସ୍ଥା, ଜଳ ବୁଥଗୁଡ଼ିକର ଉନ୍ନତି

ଯାତ୍ରୀ ଯାତାୟାତ ଅନୁକୂଳ ପ୍ରଶସ୍ତ ଫୁଟ ଓଭର ବ୍ରିଜ/ଏୟାର କନକୋର୍ସ ବ୍ୟବସ୍ଥା

ଲିଫ୍ଟ/ଏସ୍କେଲେଟର/ରାମ୍ପର ବ୍ୟବସ୍ଥା

ପ୍ଲାଟଫର୍ମ ଚଟାଣ ଏବଂ ପ୍ଲାଟଫର୍ମ ଛାତର ଉନ୍ନତି/ବ୍ୟବସ୍ଥା

'ୱାନ୍ ଷ୍ଟେସନ୍ ୱାନ୍ ପ୍ରଡକ୍ଟ ' ଭଳି ଯୋଜନା ମାଧ୍ୟମରେ ସ୍ଥାନୀୟ ଉତ୍ପାଦ ପାଇଁ କିଓସ୍କ ବ୍ୟବସ୍ଥା

ପାର୍କି କ୍ଷେତ୍ର, ବହୁମୁଖୀ ସଂଯୋଗୀକରଣ

ଦିବ୍ୟାଙ୍ଗଜନଙ୍କ ପାଇଁ ସୁବିଧା

ଉନ୍ନତ ଯାତ୍ରୀ ସୂଚନା ବ୍ୟବସ୍ଥା

ପ୍ରତ୍ୟେକ ଷ୍ଟେସନର ଆବଶ୍ୟକତାକୁ ଦୃଷ୍ଟିରେ ରଖ୍ ଅତ୍ୟାଧୁନିକ ଲାଉଞ୍ଜ, ବ୍ୟବସାୟିକ ବୈଠକ ପାଇଁ ମନୋନୀତ ସ୍ଥାନ, ଲ୍ୟାଣ୍ଡସ୍କେପିଙ୍ଗ ଇତ୍ୟାଦି ବ୍ୟବସ୍ଥା

ଏହି ଯୋଜନାରେ ସ୍ଥାୟୀ ଏବଂ ପରିବେଶ ଅନୁକୂଳ, ଆବଶ୍ୟକତା ଅନୁଯାୟୀ ବାଲାଷ୍ଟ୍ରଲେସ ଟ୍ରାକ୍ ଇତ୍ୟାଦି ବ୍ୟବସ୍ଥା, ପର୍ଯ୍ୟାୟ ଏବଂ ସମ୍ଭାବ୍ୟତା ଏବଂ ଦୀର୍ଘକାଳୀନ ଷ୍ଟେସନରେ ସିଟି ସେଣ୍ଟର ସୃଷ୍ଟି କରିବାର ପରିକଳ୍ପନା କରାଯାଇଛି। ଏହି ଯୋଜନା ଅଧୀନରେ ବିକାଶ ପାଇଁ ଏ ପର୍ଯ୍ୟନ୍ତ ୧୩୩୭ଟି ଷ୍ଟେସନ ଚିହ୍ନଟ କରାଯାଇଛି। ବର୍ତ୍ତମାନ ସୁଦ୍ଧା ୧୭୨ଟି ଷ୍ଟେସନର କାର୍ଯ୍ୟ ଶେଷ ହୋଇଛି।

ସେତୁଗୁଡ଼ିକର ସୁରକ୍ଷା

ସାରା ଦେଶରେ ସେତୁଗୁଡ଼ିକର ସୁରକ୍ଷାକୁ ଭାରତୀୟ ରେଳବାଇ (ଆଇ, ଆର୍.) ଉଚ୍ଚ ପ୍ରାଥମିକତା ଦେଇଥାଏ। ସେତୁ ପାଇଁ ଅଧୂକ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ, ଭାରତୀୟ ରେଳବାଇରେ ରେଳ ସେତୁଗୁଡ଼ିକର ଯାଞ୍ଚର ଏକ ସୁପ୍ରତିଷ୍ଠିତ ବ୍ୟବସ୍ଥା ରହିଛି। ବର୍ଷକୁ ଦୁଇଥର, ଥରେ ମୌସୁମୀ ଆରମ୍ଭ ହେବା ପୂର୍ବରୁ ଏବଂ ଆଉଥରେ ମୌସୁମୀ ପରେ ଏକ ବିସ୍ତୃତ ଯାଞ୍ଚ, ମନୋନୀତ

ଅଧୂକାରୀଙ୍କ ଦ୍ବାରା ସମସ୍ତ ସେତୁର ଯାଞ୍ଚ କରାଯାଇଥାଏ। ଏହାବ୍ୟତୀତ, ମୁଖ୍ୟ ସେତୁ ଇଞ୍ଜିନିୟର (ସି. ବି. ଇ.) ଙ୍କ ନିଷ୍ପତ୍ତି ଅନୁଯାୟୀ କେତେକ ସେତୁର ଅବସ୍ଥା ଉପରେ ନିର୍ଭର କରି ଅଧୂକ ଥର ଯାଞ୍ଚ କରାଯାଇଥାଏ। ଗୁରୁତ୍ବପୂର୍ଣ ପୂର୍ଣ୍ଣ ଏବଂ ପ୍ରମୁଖ ସେତ୍ରଗୁଡ଼ିକର ବ୍ୟାପକ ବୈଷୟିକ ଯାଞ୍ଚ ଏପରି ଭାବେ କରାଯାଇଥାଏ, ଯାହାଦ୍ବାରା ବାର୍ଷିକ ୨୦ ପ୍ରତିଶତ ସେତୁଗୁଡ଼ିକର କରାଯାଇଥାଏ। ଯାଞ୍ଚ

ସେତୁର ମରାମତି/ସୁଦୃଢ଼ୀକରଣ/ପୁନର୍ବାସ/ପୁନଃନିର୍ମାଣ ଏକ ନିରନ୍ଧର ଏବଂ ଚାଲୁଥିବା ପ୍ରକ୍ରିୟା ଏବଂ ସେତୁର ଯାଞ୍ଚ ଆଧାରରେ ଏହା କରାଯାଇଥାଏ। ୨୦୨୨-୨୦୨୫ (ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ) ସମୟରେ ଭାରତୀୟ ରେଳବାଇରେ ୮,୬୨୬ଟି ରେଳ ପୋଲର ମରାମତି/ପୁନର୍ବାସ/ସୁଦୃଢ଼ୀକରଣ/ପୁନଃନିର୍ମାଣ କରାଯାଇଛି।

ଏହାବ୍ୟତୀତ, କେତେକ ରେଳ ସେତୁଗୁଡ଼ିକର ଅବସ୍ଥା ଉପରେ ନିର୍ଭର କରି ଅଧୂକ ଥର ଯାଞ୍ଚ କରାଯା ଯାଇଥାଏ। ରେଳ ସେତୁର ମରାମତି/ସୁଦୃଢ଼ୀକରଣ/ପୁନର୍ବାସ/ପୁନଃନିର୍ମାଣ ଏକ ନିରନ୍ଧର ପ୍ରକ୍ରିୟା ଏବଂ ଯେତେ ତବେଳେ ଏହି ଯାଞ୍ଚ ସମୟରେ ସେମାନଙ୍କର ଶାରୀରିକ ଅବସ୍ଥା ଦ୍ବାରା ନିଶ୍ଚିତ କରାଯାଏ ସେତେବେଳେ ଏହା ହାତକୁ ନିଆଯାଏ 1 ସ୍ବତନ୍ତ୍ର ବୈଷୟିକ ଅଡିଟ୍ ମଧ୍ୟ କରାଯାଇଥାଏ ଏବଂ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଏ। ମୌସୁମୀ ଆରମ୍ଭ ହେବା ପୂର୍ବରୁ ଏବଂ ପରେ ସବୱେ/ଆର. ୟୁ. ବି. ଗୁଡ଼ିକର ଯାଞ୍ଚ କରାଯାଇଥାଏ। ରୋଡ ଅଣ୍ଡର ବ୍ରିଜ୍ (ଆରୟୁବି) ର‌ୟୁବି) ଏବଂ ଭୂତଳ ରାସ୍ନାରେ ଜମା ହେଉଥ‌ିବା ଜଳ ହ୍ରାସ କରିବା ପାଇଁ ପଦକ୍ଷେପ ନିଆଯାଇଛି, ଯେପରିକି ନୂତନ ଡିଜାଇନରେ ର ଉନ୍ନତ ଉନ୍ନ ଡ୍ରେନେଜ୍, ଜଳକୁ ପ୍ରାକୃତିକ ଡ୍ରେନକୁ ସ୍ଥାନାନୁରଣ କରିବା, ହମ୍ପ ଏବଂ କ୍ରସ୍-ଡ୍ରେନ୍ ଯୋଗାଇବା, ମିଶ୍ରଣ ସ୍ଥାନକୁ ସିଲ୍ କରିବା ଏବଂ ସମ୍ବେଦନଶୀଳ ସ୍ଥାନରେ ଉଚ୍ଚ କ୍ଷମତା ବିଶିଷ୍ଟ ପମ୍ପ ସ୍ଥାପନ କରିବା।

ସେତୁ ପୁନରୁଦ୍ଧାର କାର୍ଯ୍ୟର ପଦ୍ଧତି ଭାରତୀୟ ରେଳ ସେତୁ ମାନୁଆଲ (ଆଇଆରବିଏମ) ରେ ପ୍ରଦାନ କରାଯାଇଛି। ଗୁଣବତ୍ତା ଆଶ୍ବାସନା ଯୋଜନା (କ୍ୟୁଏପି), ନିରୀକ୍ଷଣ ଏବଂ ପରୀକ୍ଷଣ ଯୋଜନା (ଆଇ, ଟି. ପି.) ର ପାଳନ ପା ଚୁକ୍ତି ପରିଚାଳନା ଏବଂ ଚୁକ୍ତିର ସାଧାରଣ ତଥା ସ୍ବତନ୍ତ୍ର ସତ୍ତାବଳୀ ମାଧ୍ଯମରେ ସୁନିଶ୍ଚିତ କରାଯାଇଥାଏ।

ତ୍ରୁଟି ଜାରି ଅବଧୂ ପର୍ଯ୍ୟନ୍ତ ସିକ୍ୟୁରିଟି ଡିପୋଜିଟ୍ ରହିବ, କାର୍ଯ୍ୟକାରୀ ଏଜେନ୍ସିର ଉତ୍ତର ତ୍ତରଦାୟିତ୍ବ ପାଇଁ ଚୁକ୍ତିନାମା ସମାପ୍ତି ପରି ଦଣ୍ଡବିଧାନ ବ୍ୟବସ୍ଥା ଅନୁର୍ଭୁକ୍ତ କରାଯାଇଛି। ସେତୁ କାର୍ଯ୍ୟର ସମାପ୍ତି ବିଭିନ୍ନ କାରକ ଉପରେ ନିର୍ଭର କରେ ଯେପରିକି ସ୍ଥାନ, ପ୍ରକାର, ଯୋଜନାର ଅନୁମୋଦନ, ଯୋଗାଯୋଗ ରାସ୍ତାର ଉପଲବ୍ଧତା, ଜଳବାୟୁ ବାୟୁ ପରିସ୍ଥିତି ହେତୁ ଏ ଏକ ବର୍ଷରେ ର୍ଷରେ କାର୍ଯ୍ୟ ଋତୁର ଅବଧୂ, ବ୍ଲକର ଉପଲବ୍ଧତା, ବେଗ ପ୍ରତିବନ୍ଧକ ଲାଗୁ ଇତ୍ୟାଦି ।

କୋଚ୍ ଉତ୍ପାଦନ

ବର୍ତ୍ତମାନ, ରେଳ ମନ୍ତ୍ରଣାଳୟ ଅଧୀନରେ ଦେଶରେ ତିନୋଟି କୋଚ୍ ଉତ୍ପାଦନ ୟୁନିଟ୍ କାର୍ଯ୍ୟକ୍ଷମ ଅଛି। ଛି। କୋଚ୍ ଉତ୍ପାଦନ ୟୁନିଟଗୁଡ଼ିକର ବିକାଶର ମୂଲ୍ୟ ସ୍ଥାନ, ଉତ୍ପାଦିତ ହେବାକୁ ପ୍ରସ୍ତାବିତ କୋଚର ପ୍ରକାର, ଯୋଜନାବଦ୍ଧ ଉତ୍ପାଦନ କ୍ଷମତା, ଏବଂ ସ୍ଥାପନ ହେବାକୁ ଥୂବା ଯନ୍ତ୍ରପାତି ପାତି ଏବଂ ପ୍ଲାଣ୍ଟ ପ୍ଲାଣ୍ଟ ପରି କାରକ ଉପରେ ନିର୍ଭର କରେ । କୋଚ୍ ଉତ୍ପାଦନ ତ୍ପାଦନ ୟୁନିଟଗୁଡ଼ିକର ବିକାଶ ଉପରେ ବ୍ୟୟ ବର୍ଷିତ ଅବଧୂରେ ଏବଂ ୟୁନିଟଗୁଡ଼ିକର ପ୍ରାରମ୍ଭିକ ସ୍ଥାପନ ତଥା ପରବର୍ତ୍ତୀ ଉନ୍ନତିକର ରଣ ତଥା ସମୟ ସମୟରେ ସୁବିଧାର ବୃଦ୍ଧିକୁ ଅନ୍ତର୍ଭୁକ୍ତ କରି ଏକାଧୂକ ପର୍ଯ୍ୟାୟରେ ଖର୍ଚ୍ଚ କରାଯାଇଥାଏ। ଉଦାହରଣ ସ୍ବରୂପ, ରାୟବରେଲିରେ ୩,୦୪୨,୮୩ କୋଟି ଟଙ୍କାରେ ଆଧୁନିକ କୋଚ୍ ଫ୍ୟାକ୍ଟି-ନୂତନ କାର୍ଯ୍ୟକ୍ଷମ କୋଚ୍ ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠା କରାଯାଇଛି ।

ଏହାବ୍ୟତୀତ, ତିନୋଟି କାର୍ଯ୍ୟକ୍ଷମ କୋଚ ଉତ୍ପାଦନ ୟୁନିଟ ଯଥା ଇଣ୍ଡିଗ୍ରାଲ୍ କୋଚ୍ ଫ୍ୟାକ୍ଟ୍ରି, ଚେନ୍ନାଇ, ରେଲ୍ କୋଚ୍ ଫ୍ୟାକ୍ଟ୍ରି, କପୁରଥାଲା ଏବଂ ଆଧୁନିକୋଚ୍ ଫ୍ୟାକ୍ଟ୍ରି, ରାୟବରେଲି ର ଉନ୍ନତିକରଣ/ସମ୍ପ୍ରସାରଣ ସମ୍ବନ୍ଧୀୟ ବିଭିନ୍ନ ପ୍ରକଳ୍ପ କଳ୍ପ ପାଇଁ ୨,୪୪୩ କୋଟି ଟଙ୍କା ମଞ୍ଜୁର କରାଯାଇଛି।