ଆଇନ ଆଗରେ ସମସ୍ତେ ସମାନ...

Jan 25, 2026 - 13:05
 4
ଆଇନ ଆଗରେ ସମସ୍ତେ ସମାନ...

ଆଇନ ଆଗରେ ସମସ୍ତେ ସମାନ...

 

ଆଇନ କୁ ନ ମାନିଲେ ହୋଇ ପାରେ କାର୍ଯ୍ୟାନୁଷ୍ଠାନ

ଅଦାଲତ ଅବମାନନା କରିଛନ୍ତି ନଗର ଉନ୍ନୟନ ସଚିବ ଉଷା ପାଢ଼ୀ

ମାମଲାରେ ସଚିବ ଉଷା ପାଢ଼ୀଙ୍କୁ ହାଜିରା ପାଇଁ ନିର୍ଦ୍ଦେଶ

ନଗର ଉନ୍ନୟନ ସଚିବ ଉଷା ପାଢ଼ୀଙ୍କୁ ହାଇକୋର୍ଟଙ୍କ ହାଜିରା ନିର୍ଦ୍ଦେଶ

ସଚିବଙ୍କ ସହ ପୌର ପ୍ରଶାସନ ନିର୍ଦ୍ଦେଶକ ମଧ୍ୟ ଅବମାନନାର ଶୀକାର

କଟକ ଜିଲ୍ଲାପାଳଙ୍କୁ ମଧ୍ୟ ସମାନ ଦୋଷୀ ସାବ୍ୟସ୍ତ କରାଯାଇଛି

ହାଜିରା ସୁନିଶ୍ଚିତ ପାଇଁ ପୋଲିସ କମିଶନରଙ୍କୁ ମଧ୍ୟ ନିର୍ଦ୍ଦେଶ 

୩୦ ତାରିଖ ସକାଳ ୧୦ଟା ସୁଦ୍ଧା ହାଜର ପାଇଁ ସମୟ ନିର୍ଧାରଣ 

ଏହା ମଧ୍ୟରେ ଅଦାଲତଙ୍କ ନିର୍ଦ୍ଦେଶ ପାଳନ କରିଥିଲେ ଆଉ ହାଜର ହେବାକୁ ପଡ଼ିବନି 

ସମସ୍ତ ଘଟଣା କୁ ଗୁରୁତର ସହ ବିଚାରକୁ ନେଇଛନ୍ତି ହାଇକୋର୍ଟ