ଆଜିର ଦିନ ଚର୍ଚ୍ଚ|

Aug 3, 2026 - 08:48
 3

ଆଜିର ଦିନ ଚର୍ଚ୍ଚ| 

 ଅଦ୍ୟ ଅଗଷ୍ଟ ମାସ ୦୩ ତାରିଖ ୨୦୨୬ ମସିହା (ସୋମବାର)

ଶକାବ୍ଦ -୧୯୪୮

ସମ୍ବତ୍ -୨୦୮୩

ଦିଲ୍ଲୀଶ୍ବରାବ୍ଦ -୧୪୩୩

ସମ୍ବତ୍ସର- ରୌଦ୍ର

ଶ୍ରାବଣମାସ- କୃଷ୍ଣପକ୍ଷ

ତିଥି- ପଞ୍ଚମୀ ରାତ୍ରି ଘ୧୦/୪୦ ଗତେ ଷଷ୍ଠୀ

ନକ୍ଷତ୍ର- ଉତ୍ତରଭାଦ୍ର ରାତ୍ରି ଘ୧୦/୨୯ ଗତେ ରେବତୀ

ଚନ୍ଦ୍ର- ମୀନ

ଯୋଗ- ସୁକର୍ମା

କରଣ - କୌଳବ

ସୌରମାସ- କର୍କଟ ୧୮ ଦିନ

ସୂର୍ୟୋଦୟ- ପ୍ରାତଃ ଘ୦୫/୨୬/୪୯

ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୯/୩୦

ଯୋଗିନୀ ଦକ୍ଷିଣେ ରାତ୍ରି ଘ୧୦/୪୦ ଗତେ ପଶ୍ଚିମେ

ଧନୁ ରାଶିର ଘାତଚନ୍ଦ୍ର

ମିଥୁନ ରାଶିର ଘାତବାର

ପଞ୍ଚମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ

ମୃତେ ପୁଷ୍କର ଦୋଷ ନ।ସ୍ତି

କାଳବେଳା -ଦିବା ଘ୦୭/୦୧ ଗତେ ଘ୦୮/୪୦ ମଧ୍ୟେ

ବାରବେଳା- ଦିବା ଘ୦୩/୦୭ ଗତେ ଘ୦୪/୪୫ ମଧ୍ୟେ

ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୦୦ ମଧ୍ୟେ ଓ ଘ୧୦/୩୪ ଗତେ ଘ୧୨/୪୦ ମଧ୍ୟେ ରାତ୍ରି ଘ୦୦/୦୮ ଗତେ ଘ୦୯/୩୦ ମଧ୍ୟେ

ବିଶୁଦ୍ଧ ମାହେନ୍ଦ୍ର ବେଳ।- ନାସ୍ତି

ଅଦ୍ୟ ବେଲ ରାତ୍ରି ଘ୧୦/୪୦ ଗତେ ନିମ୍ବ ଭକ୍ଷଣ ନିଷେଧ