ଆଜିର ଦିନ ଚର୍ଚ୍ଚା

Nov 23, 2026 - 22:37
 3

ଆଜି ନଭେମ୍ବର ମାସ ୨୩ ତାରିଖ ୨୦୨୬ ମସିହା (ସୋମବାର)

*ଶକାବ୍ଦ -୧୯୪୮* 

*ସମ୍ବତ୍ -୨୦୮୩*

*ଦିଲ୍ଲୀଶ୍ବରାବ୍ଦ -୧୪୩୪*

*ସମ୍ବତ୍ସର- ରୌଦ୍ର*

*କାର୍ତ୍ତିକମାସ- ଶୁକ୍ଳପକ୍ଷ*

*ତିଥି- ଚତୁର୍ଦ୍ଦଶୀ ରାତ୍ରି ଘ ୧୧/୫୦ ଗତେ ପୂର୍ଣ୍ଣିମା*

*ନକ୍ଷତ୍ର- ଦ୍ୱିଜା ରାତ୍ରି ଘ ୦୨/୪୬ ଗତେ କୁର୍ତ୍ତିକା*

*ଚନ୍ଦ୍ର- ମେଷ*

*ଯୋଗ- ବରୀୟ।ନ*

*କରଣ - ଗର*

*ସୌରମାସ- ବିଛା ୦୮ ଦିନ*

????ସୂର୍ୟୋଦୟ- ପ୍ରାତଃ ଘ୦୬/୦୪/୪୮

????ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୩/୩୦

*ଯୋଗିନୀ ପଶ୍ଚିମେ ରାତ୍ରି ଘ୧୧/୫୦ ଗତେ ବାୟବ୍ୟେ*

*ମିଥୁନ ରାଶିର ଘାତବାର*

*ମେଷ ରାଶି ର ଘାତଚନ୍ଦ୍ର*

*ଚତୁର୍ଦ୍ଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ 

????କାଳବେଳା-ଦିବା ଘ୦୭/୨୫ ଗତେ ଘ୦୮/୫୦ ମଧ୍ୟେ

????ବାରବେଳା- ଦିବା ଘ୦୧/୧୭ ଗତେ ଘ୦୩/୪୦ ମଧ୍ୟେ

????ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୨୪ ମଧ୍ୟେ ଓ ଘ୦୯/୧୮ ଗତେ ଘ୧୧/୩୯ ମଧ୍ୟେ ଓ ଘ୦୭/୨୭ ଗତେ ଘ୧୦/୪୦ ମଧ୍ୟେ

????ବିଶୁଦ୍ଧ ମାହେନ୍ଦ୍ର ବେଳ।- 

ନ।ସ୍ତି

ଆଜି ବିରି ଭକ୍ଷଣ ନିଷେଧ