ଆଜିର ଦିନ ଚର୍ଚ୍ଚା

Aug 13, 2026 - 07:54
 4

ଆଜିର ଦିନ ଚର୍ଚ୍ଚା 

ଅଦ୍ୟ ଅଗଷ୍ଟ ମାସ ୧୩ ତାରିଖ ୨୦୨୬ ମସିହା (ଗୁରୁବାର)

ଶକାବ୍ଦ -୧୯୪୮ 

ସମ୍ବତ୍ -୨୦୮୩

ଦିଲ୍ଲୀଶ୍ବରାବ୍ଦ -୧୪୩୩

ସମ୍ବତ୍ସର- ରୌଦ୍ର

ଶ୍ରାବଣମାସ- ଶୁକ୍ଳପକ୍ଷ

ତିଥି- ପ୍ରତିପଦ ରାତ୍ରି ଘ୦୮/୩୬ ଗତେ ଦ୍ୱିତୀୟା

ନକ୍ଷତ୍ର- ଅଶ୍ଳେଷା ଦିବା ଘ୦୬/୪୭ ଗତେ ମଘା

ଚନ୍ଦ୍ର- କର୍କଟ

ଯୋଗ- ବରିୟ।ନ୍

କରଣ - କିଂସ୍ତୁଘ୍ନ

ସୌରମାସ- କର୍କଟ ୨୮ ଦିନ

ସୂର୍ୟୋଦୟ- ପ୍ରାତଃ ଘ୦୫/୨୯/୫୮

ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୪/୦୩

ଯୋଗିନୀ ପୂର୍ବେ ରାତ୍ରି ଘ୦୮/୩୬ ଗତେ ଉତ୍ତରେ

ତୁଳା ଓ କୁମ୍ଭ ରାଶିର ଘାତବାର 

ପ୍ରତିପଦ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ

କାଳବେଳା ଓ ବାରବେଳା- ଦିବା ଘ୦୩/୦୦ ଗତେ ଘ୦୬/୧୫ ମଧ୍ୟେ

ବିଶୁଦ୍ଧ ଅମୃତ ବେଳା- ଦିବା ଘ ୦୧/୨୪ ଗତେ ଘ୦୨/୨୯ ମଧ୍ୟେ

ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୭/୦୬ ମଧ୍ୟେ ଓ ଘ୧୦/୧୬ ଗତେ ଘ୧୨/୪୦ ମଧ୍ୟେ

 

ଅଦ୍ୟ ପାଣିକଖାରୁ ଭକ୍ଷଣ ନିଷେଧ*