ଆଜିର ଦିନ ଚର୍ଚ୍ଚା

Oct 19, 2026 - 08:05
 5

ଆଜି ଅକ୍ଟୋବର ମାସ ୧୯ ତାରିଖ ୨୦୨୬ ମସିହା (ସୋମବାର)

*ଶକାବ୍ଦ -୧୯୪୮* 

*ସମ୍ବତ୍ -୨୦୮୩*

*ଦିଲ୍ଲୀଶ୍ବରାବ୍ଦ -୧୪୩୪*

*ସମ୍ବତ୍ସର- ରୌଦ୍ର*

*ଆଶ୍ୱିନମାସ- ଶୁକ୍ଳପକ୍ଷ*

*ତିଥି- ଅଷ୍ଟମୀ ଦିବା ଘ୧୦/୪୪ ଗତେ ନବମୀ*

*ନକ୍ଷତ୍ର- ଉତ୍ତରାଷାଢା ଦିବା ଘ୦୪/୧୬ ଗତେ ଶ୍ରବଣ।*

*ଚନ୍ଦ୍ର- ମକର*

*ଯୋଗ- ଧୃତି*

*କରଣ - ବବ*

*ସୌରମାସ- ତୁଳା ୦୩ ଦିନ*

ସୂର୍ୟୋଦୟ- ପ୍ରାତଃ ଘ୦୫/୪୭/୦୫

ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୮/୨୨

*ଯୋଗିନୀ ଐଶ।ନ୍ୟେ ଦିବା ଘ୧୦/୪୪ ଗତେ ପୂର୍ବେ*

*ସିଂହ ରାଶିର ଘାତଚନ୍ଦ୍ର*

*ମିଥୁନ ରାଶି ର ଘାତବାର*

*ନବମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ*

*ମୃତେ ଦିବା ଘ୦୮/୨୪ ମଧ୍ୟେ ଏକପାଦ ପୁଷ୍କର ଦୋଷ*

କାଳବେଳା-ଦିବା ଘ୦୭/୧୨ ଗତେ ଘ୦୮/୪୦ ମଧ୍ୟେ

ବାରବେଳା - ଦିବା ଘ୦୧/୨୨ ଗତେ ଘ୦୩/୫୦ ମଧ୍ୟେ

ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୧୧ମଧ୍ୟେ ଓ ଘ୦୮/୫୬ ଗତେ ଘ୧୧/୨୨ ମଧ୍ୟେ ଓ ରାତ୍ରି ଘ୦୭/୪୦ ଗତେ ଘ୧୦/୫୪ମଧ୍ୟେ

ବିଶୁଦ୍ଧ ମାହେନ୍ଦ୍ର ବେଳ।- 

ନ।ସ୍ତି

ଆଜି ନଡ଼ିଆ ଦିବା ଘ୧୦/୪୪ ଗତେ ଲାଉ ଭକ୍ଷଣ ନିଷେଧ