ଇଗ୍ଲୋ (IGNOU) ଆଞ୍ଚଳିକ କେନ୍ଦ୍ର ଭୁବନେଶ୍ୱର ଓ ରାଇରଙ୍ଗପୁର ପକ୍ଷରୁ 'କନଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରି' (CII) ଏବଂ 'ଟାଟା ଷ୍ଟିଲ୍ ଫାଉଣ୍ଡେସନ୍' ସହଯୋଗରେ ୭ ଅକ୍ଟୋବର ୨୦୨୬ରେ କ୍ୟାମ୍ପସ୍ ପ୍ଲେସମେଣ୍ଟ କାର୍ଯ୍ୟକ୍ରମ ଆୟୋଜିତ
କ୍ୟାମ୍ପସ୍ ପାଇଁ ଏକ।ଠାରେ ଛାତ୍ରଛାତ୍ରୀଙ୍କ ପାଚ ଜଣ ଭୁବନେଶ୍ୱର: ଇଗ୍ଲୋ (ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ବବିଦ୍ୟାଳୟ)ର କ' | ପ୍ଲେସମେଣ୍ଟ ସେଲ୍ ତଥା ଭୁବନେଶ୍ବର ଓ ରାଇରଙ୍ଗପୁର ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ‘କନଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରି' (I) ଏବଂ 'ଟାଟା ଷ୍ଟିଲ୍ ଫାଉଣ୍ଡେସନ୍' ସହଯୋଗରେ ୭ ଅକ୍ଟୋବର ୨୦୨୬ ତାରିଖରେ ଇଗ୍ଲୋ ଆଞ୍ଚଳିକ କେନ୍ଦ୍ର, ଭୁବନେଶ୍ବର ଗିତ) ଏବଂ କ୍ୟାମ୍ପସ୍ ପ୍ଲେସ ପ୍ଲସମେଣ୍ଟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥୁଲା I STEM (ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ ଓ ଗଣିତ) Non-STEM କ୍ଷେତ୍ରରେ ଯୁବବର୍ଗଙ୍କୁ ନିଯୁକ୍ତି ସୁଯୋଗ ଯୋଗାଇବା ଲକ୍ଷ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାୟ ୪୮୯ ଅଂଶଗ୍ରହଣ କରିଥିଲେ I ଏହି ନିଯୁକ୍ତି ପ୍ରକ୍ରିୟାରେ ଆକ୍ସିସ୍ ବ୍ୟାଙ୍କ୍, ଟାଟା ଇଲେକ୍ଟ୍ରୋନିକ୍ସ, ଫକ୍ସକନ୍ (Foxconn), ଟ (TAFF), କ୍ଲିଙ୍କିଟ୍ (Blinkit), ବଜାଜ୍ ଫାଇନାନ୍ସ ଲିମିଟେଡ୍, ଟିମ୍ ଲିଜ୍ ପ୍ରାଇଭେଟ୍ ଲିମିଟେଡ୍, ଜିନ୍ଦଲ୍, ବିଗ୍ ବାସ୍କେଟ୍, THK, ees, ଶାହି ଗାର୍ମେଣ୍ଟସ୍, ଅଗ୍ନିତା ହଲିଡେଜ୍, ପ୍ରିମିଟିଭ୍ ହେଲ୍ଡ,କେୟାର, ଉତ୍କର୍ଷ ସ୍ମଲ୍ ଫାଇନାନ୍ସ, ମେଡ୍ ପ୍ଲସ୍ ଏବଂ ରଶ୍ମି ଆଉଟସୋସିଂ ଭଳି ବିଭିନ୍ନ କ୍ଷେତ୍ରର ୧୫ଟି କମ୍ପାନୀ ଅଂଶଗ୍ରହଣ କରିଥିଲେ I ପ୍ରାର୍ଥୀ ଅଂଶ Quees ଟାଫ୍
। ଏବଂ ରାଇରଙ୍ଗପୁର ଆଞ୍ଚଳିକ କେନ୍ଦ୍ରର ବରିଷ୍ଠ ଆଞ୍ଚଳିକ ନିର୍ଦ୍ଦେଶକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ଇଣ୍ଡୋ ଭୁବନେଶ୍ୱର ଏବଂ ରାଇରଙ୍ଗ এ ବଂ ମୁଖ୍ୟ ଡକ୍ଟର ଏମ.କେ. ଦାଶ । ଉଦଘାଟନୀ ଅଧୁବେଶନରେ ଅଂଶଗ୍ରହଣକାରୀମାନଙ୍କୁ ସମ୍ବୋଧୃତ କରିଥିଲେ ଏବଂ IGNOU ଦ୍ବାରା ପ୍ରଦାନ କରାଯାଇଥିବା ବା ଦକ୍ଷତା ଏବଂ ଇଣ୍ଟର୍ନସିପ୍ ସୁବିଧା ସେମାନଙ୍କୁ ବୃଭିଗତ କ୍ଷେତ୍ରରେ ସାହାଯ୍ୟ କରିବ ବୋଲି ଗୁରୁତ୍ୱାରୋପ କରିଥିଲେ । ଲ । ସେ କହିଥିଲେ ଯେ ଏହି ପ୍ରକାରର ପ୍ଲେସମେଣ୍ଟ ଡ୍ରାଇଭ୍ ସମୟାନୁସାରେ କରାଯିବ । ଶ୍ରୀ ଅଜଯ ଜୟ ମିଶ୍ର, ମୁଖ୍ୟ, ସି.ଆଇ.ଆଇ. ଜଣାଇଥିଲେ । ୨୯୮ ଜଣ ଛାତ୍ରଛାତ୍ରୀଙ୍କୁ . ସ୍କିଲ୍ଡ, ଓଡ଼ିଶା ମଧ୍ଯ ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧୃତ କରିଥିଲେ ଏବଂ ସେମାନଙ୍କୁ ଶୁଭକାମନା ଟ୍ରୀଙ୍କୁ ବିଭିନ୍ନ ପଦବୀ ପାଇଁ ଚୟନିତହୋଇଛନ୍ତି । ଏହି ପଦକ୍ଷେପ ଇଗ୍ଲୋ, ସି.ଆଇ.ଆଇ. ଏବଂ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ।ନ୍ ର ଶିଳ୍ପ-ଶିକ୍ଷା ସମ୍ପର୍କକୁ ସୁଦୃଢ଼ କରିବା ଏବଂ ଓଡ଼ିଶାର ଯୁବପିଢ଼ି ପାଇଁ ପ୍ରଭାବଶାଳୀ ଶିକ୍ଷା-ନିଯୁକ୍ତି ପଥ ସୃଷ୍ଟି କରିବା ପ୍ରତି ପ୍ରତିବଦ୍ଧତାକୁ ସୁଚାଇ ଥାଏ।