'ଉତ୍କଳ ଦିବସ'ର ପ୍ରାସଙ୍ଗିକତା...

Apr 1, 2026 - 10:34
 4
'ଉତ୍କଳ ଦିବସ'ର ପ୍ରାସଙ୍ଗିକତା...

'ଉତ୍କଳ ଦିବସ'ର ପ୍ରାସଙ୍ଗିକତା...

୧୫୬୮ରେ ଶେଷ ରାଜା ମୁକୁନ୍ଦ ଦେବଙ୍କ ଦେହାନ୍ତ ପରେ ବ୍ରିଟିଶ ଶାସନରୁ ଅଲଗା ହୋଇ ଏକ "ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ" ଗଠନ କରିବାର ପ୍ରୟାସ ଆରମ୍ଭ ହୋଇଥିଲା |

????ଏହି ପ୍ରୟାସ ପରେ ମଧୁସୂଦନ ଦାସ, ଫକୀର ମୋହନ ସେନାପତି, ଉତ୍କଳମଣୀ ଗୋପବନ୍ଧୁ ଦାସ, ପଣ୍ଡିତ ନୀଳକଣ୍ଠ ଦାସ, ଗଙ୍ଗାଧର ମେହେର, ରାଧାନାଥ ରାୟ, ବାସୁଦେବ ସୁଢ଼ଳ ଦେବ,କୃଷ୍ଣଚନ୍ଦ୍ର ଗଜପତି ଓ ଅନେକ ମହାପୁରୁଷଙ୍କ ଆନ୍ଦୋଳନର ରୂପ ନେଇଥିଲା । 

????୧୯୩୬ ଅପ୍ରେଲ ୧ ତାରିଖ ଦିନ ପ୍ରଥମେ ଛଅଟି ଜିଲ୍ଲା *କଟକ* , *ପୁରୀ* , *ବାଲେଶ୍ୱର* , *ସମ୍ବଲପୁର* , *କୋରାପୁଟ* ଓ *ଗଞ୍ଜାମକୁ* ନେଇ ଓଡ଼ିଶା ଗଠନ ହୋଇଥିଲା । 

????ଭାଷା ଭିତ୍ତିକ ରାଜ୍ୟଗଠନ ହେବାରେ ଓଡ଼ିଶା ଭାରତର ପ୍ରଥମ ରାଜ୍ୟ ।

    ???? "ବନ୍ଦେ ଉତ୍କଳଜନନୀ"????