ଉତ୍କଳ ଦିବସ ପ୍ରାରମ୍ଭରେ କେନ୍ଦ୍ର ସରକାରଙ୍କ "ତୈଳ ଉପହାର

Apr 1, 2026 - 11:32
 5
ଉତ୍କଳ ଦିବସ ପ୍ରାରମ୍ଭରେ କେନ୍ଦ୍ର ସରକାରଙ୍କ "ତୈଳ ଉପହାର

ଉତ୍କଳ ଦିବସ ପ୍ରାରମ୍ଭରେ କେନ୍ଦ୍ର ସରକାରଙ୍କ "ତୈଳ ଉପହାର"...

ଆଜିଠୁ ଭାରତର ସବୁ ତେଲ ଟାଙ୍କିରେ ମିଳିବ ଇଥାନଲ ମିଶା ପେଟ୍ରୋଲ। 

ଇଥାନଲ ମିଶା ପେଟ୍ରୋଲକୁ ବାଧ୍ୟତାମୂଳକ କରିଛନ୍ତି କେନ୍ଦ୍ର ସରକାର। 

ତୈଳ ସଙ୍କଟ ଟାଳିବାକୁ ଏହି ପଦକ୍ଷେପ ନିଆଯାଇଛି। 

ଗାଡ଼ିରେ ଯେଉଁ ତେଲ ପଡ଼ିବ ସେଥିରେ ୮୦ ପ୍ରତିଶତ ପେଟ୍ରୋଲ ଓ ୨୦ ପ୍ରତିଶତ ଇଥାନଲ ରହିବ। 

ଏପ୍ରିଲ ୨ ତାରିଖରୁ କଡ଼ାକଡ଼ି ହେବ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର।