ଏ ବର୍ଷ ପଞ୍ଚୁକ ୫ ଦିନ ପରିବର୍ତ୍ତେ ୪ ଦିନ ପାଳନ ହେବ...

Nov 2, 2025 - 12:09
 16
ଏ ବର୍ଷ ପଞ୍ଚୁକ ୫ ଦିନ ପରିବର୍ତ୍ତେ ୪ ଦିନ ପାଳନ ହେବ...

ପୁରୀ: ଆଜିଠାରୁ ଆରମ୍ଭ ହେଲା ଧର୍ମମାସ କାର୍ତ୍ତିକର ପଞ୍ଚୁକ ବ୍ରତ। ଚଳିତ ଥର ୫ ଦିନ ପରିବର୍ତ୍ତେ ୪ ଦିନ ପଞ୍ଚୁକ ବ୍ରତ ପାଳନ ହେବ। କାର୍ଷିକ ଶୁକ୍ଳ ଦ୍ବାଦଶୀ କ୍ଷୟ ହେଉଥ‌ିବାରୁ ୪ ଦିନ ବ୍ରତ ପାଳନ କରାଯିବ। ପୁରୀ ଶ୍ରୀମନ୍ଦିରରେ ହେଉଛି ସ୍ବତନ୍ତ୍ର ନୀତି। ବନ୍ଦ ରହିଛି ଭିତର କାଠ ଦର୍ଶନ । ସିଂହଦ୍ବାରରେ ପ୍ରବେଶ, ଅନ୍ୟ ୩ ଦ୍ବାରରେ ପ୍ରସ୍ଥାନ କରୁଛନ୍ତି ଭକ୍ତ। ସୁରକ୍ଷା ଦୃଷ୍ଟିରୁ ୩୨ ପ୍ଲାଟୁନ ଫୋର୍ସ ହୋଇଛନ୍ତି ମୁତୟନ।