ଓଡିଶାର ଗର୍ବ,ସମସ୍ତଙ୍କର ପ୍ରେରଣାର ଉତ୍ସ,ବିଜେପି ପାର୍ଟିର ମୂରବୀ ବିଶ୍ଵଭୂଷଣ ହରିଚନ୍ଦନଙ୍କ୯୩ତମ ଜନ୍ମଦିନରେ ଅନେକ ଶୁଭେଚ୍ଛା ଓ ଶୁଭକାମନା
ଓଡିଶାର ଗର୍ବ,ସମସ୍ତଙ୍କର ପ୍ରେରଣାର ଉତ୍ସ,ବିଜେପି ପାର୍ଟିର ମୂରବୀ ଓଡିଶାର ପୂର୍ବତନ ମନ୍ତ୍ରୀ, ଆନ୍ଧ୍ର ଓ ଛତିଶଗଡ଼ର ପୂର୍ବତନ ରାଜ୍ୟପାଳ , ବର୍ତ୍ତମାନ ଆଇନମନ୍ତ୍ରୀ ଶ୍ରୀଯୁକ୍ତ ପୃଥିବୀରାଜ ହରିଚନ୍ଦନଙ୍କ ପିତାଙ୍କ ୯୩ତମ ଜନ୍ମଦିନରେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା