ଓଡିଶା ରାଜ୍ୟ ସରକାରୀ ମୋଟର କର୍ମଚାରୀ ସଂଘର ନୂତନ କମିଟିର କର୍ମକର୍ତ୍ତା ଚୟନ
ଅଦ୍ୟ ୦୯ / ୦୮ / ୨୦୨୬ ତାରିଖ ରବିବାର ଦିବା ୧୦ ଘଟିକା ୩୦ ମିନିଟ୍ ସମୟରେ ଭୁବନେଶ୍ବର ଉପକଣ୍ଠରେ ଥିବା ଓଡିଶା ସରକାରୀ ମୋଟର କର୍ମଚାରୀ ସଂଘ ପକ୍ଷରୁ ରାଜ୍ୟସ୍ତରୀୟ ସାଧାରଣ ବୈଠକ ଓ ନିର୍ବାଚନ ପ୍ରକ୍ରିୟା ଭୁବନେଶ୍ବରସ୍ଥିତ ନତାଲା ୟୁନିଟ୍ - ୫ ରେ ଆୟୋଜିତ ହୋଇସାରିଛି ଏହି ସାଧାରଣ ବୈଠକରେ ଓଡିଶାରୁ ୩୦ ଜିଲ୍ଲାରୁ ଶତାଧୂକ ସରକାରୀ ମୋଟର କର୍ମଚାରୀ ଭାଇମାନେ ଯୋଗଦାନ କରି ସେମାନଙ୍କର ବହୁମୂଲ୍ୟ ମତଦାନ କରି ଓଡିଶା ସରକାରୀ ମୋଟର କର୍ମଚାରୀ ସଂଘର ଶ୍ରୀଯୁକ୍ତ ସୌମେନ୍ଦ୍ର କୁମାର ମିଶ୍ରଙ୍କୁ ( ରାଜ୍ୟ ସଭାପତି ), ଶ୍ରୀଯୁକ୍ତ ଶେଖ୍ ମୋହସିନ୍ ବକ୍ସ ଙ୍କୁ ( ରାଜ୍ୟ ସାଧାରଣ ସମ୍ପାଦକ ) ଶ୍ରୀଯୁକ୍ତ ମହାଦେବ ପଟନାୟକଙ୍କୁ ( ଅଧ୍ଯକ୍ଷ ) ଏବଂ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ପ୍ରଧାନଙ୍କୁ କୋଷାଧକ୍ଷ ଓ ଅନ୍ୟନ୍ୟ କାର୍ଯ୍ୟକର୍ତ୍ତାଙ୍କୁ ନିର୍ବାଚିତ କରିଛନ୍ତି ଏହି ନିର୍ବାଚନ ପ୍ରକ୍ରିୟାକୁ ଶ୍ରୀଯୁକ୍ତ ଗଙ୍ଗାଧର ବେହେରା, ଶ୍ରୀଯୁକ୍ତ ରମେଶ ମାଝୀ, ଶ୍ରୀଯୁକ୍ତ ସନ୍ତୋଷ କୁମାର ବେହେରା ବେରିହା ମହୋଦୟ ନିର୍ବାଚନ ଅଧିକାରୀ ଭାବେ ପରିଚାଳନା କରିବା ସହିତ ଶ୍ରୀଯୁକ୍ତ ପ୍ରଭାତ କୁମାର ରଣା ସ୍ବାଗତ ଅଭ୍ୟର୍ଥନା କରିଥିଲେ ଏବଂ ନିର୍ବିଶେଷରେ ଶ୍ରୀଯୁକ୍ତ ଗଗନ ବିହାରୀ ପ୍ରଧାନ ଓ ଶ୍ରୀଯୁକ୍ତ ଅତହର ଅଲ୍ଲୀ ମହୋଦୟ ନିର୍ବିଶେଷରେ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରି ସଭାସଙ୍ଗ କରିଥିଲେ l