ଓଡିଶା ର ନବୀନ ସରକାର ସମୟରେ ସ୍ବଚ୍ଛତା
ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ସରକାର ସମୟର "LED ଷ୍ଟ୍ରିଟ୍ ଲାଇଟ୍ ଘୋଟାଲା" ରେ ଭୁବନେଶ୍ବର, ମୟୂରଭଞ୍ଜ ଓ ଯାଜପୁରର ୩ ସଂସ୍ଥାର ୩ ଠିକାଦାରଙ୍କୁ ଗିରଫ କଲା ଭିଜିଲାନ୍ସ I ସାରା ଓଡ଼ିଶାବାସୀ ଏବେ ଜାଣିବେ ୪୦୦o ଟଙ୍କାର ଲାଇଟ୍ ଲଗାଇ କିପରି ୭,୦୦୦ ଟଙ୍କାର ବିଲ୍ କରି ଓଡ଼ିଶାର ରାଜକୋଷରେ କଳାକନା ବୁଲାଇଥୁଲେ ନବୀନ ବାବୁ ।