ଓମ ଶାନ୍ତି ନମଃ...

Sep 1, 2026 - 14:45
 8
ଓମ ଶାନ୍ତି ନମଃ...

ଜୀବନର ପ୍ରତିଟି ପରିସ୍ଥିତି ଆମ ଇଚ୍ଛା ଅନୁସାରେ ବଦଳେନାହିଁ; କେତେବେଳେ ସଙ୍କଟର ସାମ୍ନା କରିବାକୁ ପଡ଼େ ତ ଆଉ କେତେବେଳେ ଅନିଶ୍ଚିତତାର କଳାବାଦଲ ମନକୁ ଘେରିଯାଏ। 

ଏହିଭଳି ସମୟରେ ଅତ୍ୟଧିକ ଚିନ୍ତା ଆମର ମାନସିକ ଶକ୍ତିକୁ କ୍ଷୀଣ କରିଦିଏ। 

ନିଜର କର୍ତ୍ତବ୍ୟକୁ ସଚ୍ଚୋଟତାର ସହ ସମ୍ପାଦନ କରିବା ଏବଂ ଈଶ୍ୱରଙ୍କ ଉପରେ ପୂର୍ଣ୍ଣ ବିଶ୍ୱାସ ରଖିବା ଦ୍ଵାରା ମନକୁ ଶାନ୍ତ, ସ୍ଥିର ଓ ଶକ୍ତିଶାଳୀ କରିଥାଏ।