ଆରମ୍ଭ ହେଲା ପୁଣ୍ୟ ମାସ କାର୍ତ୍ତିକ...
ପୁରୀରେ କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳୀ।
ଏହାକୁ ନେଇ ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର। ସହରର ସମସ୍ତ ମଠବାଡ଼ି ଠାରୁ ଆରମ୍ଭ କରି ସରକାରଙ୍କ ହବିଷ୍ୟାଳୀ ଶିବିରରେ ବ୍ରତଧାରୀଙ୍କ ଭିଡ଼ ଦେଖିବାକୁ ମିଳିଛି।
ସରକାରଙ୍କ ଶିବିରରେ ପ୍ରାୟ ୨୫୦୦ ପଞ୍ଜିକୃତ ହବିଷ୍ୟାଳୀଙ୍କ ରହଣି ପାଇଁ ବ୍ୟବସ୍ଥା କରାଯାଇଛି।
ଦର୍ଶନ, ମହାପ୍ରସାଦ ସେବନ ଓ ଏକାଦଶୀରେ ଫଳ ବଣ୍ଟନ ପାଇଁ ବ୍ୟବସ୍ଥା କରାଯାଇଛି।