ଚଳିତ ବର୍ଷ ପୂର୍ଣ୍ଣମୀରେ ଚନ୍ଦ୍ରଗ୍ରହଣ ଯୋଗୁଁ ଶ୍ରୀମନ୍ଦିରରେ ପ୍ରସ୍ତୁତି...

Feb 24, 2026 - 10:22
 6
ଚଳିତ ବର୍ଷ ପୂର୍ଣ୍ଣମୀରେ  ଚନ୍ଦ୍ରଗ୍ରହଣ ଯୋଗୁଁ ଶ୍ରୀମନ୍ଦିରରେ ପ୍ରସ୍ତୁତି...

ଚଳିତ ବର୍ଷ ପୂର୍ଣ୍ଣମୀରେ 

ଚନ୍ଦ୍ରଗ୍ରହଣ ଯୋଗୁଁ ଶ୍ରୀମନ୍ଦିରରେ ପ୍ରସ୍ତୁତି...

ଚନ୍ଦ୍ରଗ୍ରହଣ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନିତୀ କାନ୍ତି ଅନୁଷ୍ଠିତ ହେବ

୩ ତାରିଖ ଦୋଳ ପୂର୍ଣ୍ଣିମାରେ କେତୁଗ୍ରସ୍ତ ଚନ୍ଦ୍ର ଗ୍ରହଣ

ପୁରୀକୁ ଦିନ ୩ଟା ୨୦ ମିନିଟ୍ ୧୭ ସେକେଣ୍ଡରେ ସ୍ପର୍ଶ କରିବ

ସୂର୍ଯ୍ୟୋଦୟ ପରଠୁ ପାକତ୍ୟାଗ ଓ ଦେବନୀତି ନିଷେଧ ରହିବ

ଗ୍ରହଣ ସର୍ବମୋକ୍ଷ ପରେ ମହାପ୍ରଭୁଙ୍କର ରାଜାଧିରାଜ ବେଶ ଅନୁଷ୍ଠିତ ହେବ

ରାତି ୮ଟାରୁ ୯ଟା ୩୦ ମଧ୍ୟରେ ରାଜାଧିରାଜ ବେଶ ଅନୁଷ୍ଠିତ ହେବ

ଚଳନ୍ତି ପ୍ରତିମା ରାତି ୧୦ଟାରେ ଦୋଳବେଦୀରେ ବିଜେ କରିବେ