ଡ୍ରୋନ ଉଡାଣ ପୁରୀ ପ୍ରଶାସକଙ୍କୁ ଏକ challenge !
ପୁଣି ପୁରୀ ଶ୍ରୀମନ୍ଦିର ନିକଟ ନିଷିଦ୍ଧ ଅଞ୍ଚଳରେ ଉଡ଼ିଲା ଡ୍ରୋନ୍।
ଦୀର୍ଘ ସମୟ ଧରି ଡ୍ରୋନ୍ ଉଡୁଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି।
କିଛି ସମୟ ଉଡ଼ିବା ପରେ ବାଲିସାହି ଆଡ଼କୁ ଯାଇଥିଲା ଡ୍ରୋନ୍।
ଏହି ଉଡିବା ନେଇ ପ୍ରଶାସକ ଙ୍କ ପାଖରେ ଖବର ଅଛି କି ନାହିଁ, ତାହା ଜନସାଧାରଣ ଙ୍କ ନିକଟରେ ସୂଚନା ନାହିଁ
ଏମିତି ବାରବାର ଉଡିବା ପ୍ରଶାସକ ଙ୍କ ପାଇଁ ଏକ challenge ନିଶ୍ଚିତ !