ତିନି_ରଥ_ପାଇଁ_୪୨_ଚକ_ପ୍ରସ୍ତୁତ .

ତିନି_ରଥ_ପାଇଁ_୪୨_ଚକ_ପ୍ରସ୍ତୁତ .

ତିନି_ରଥ_ପାଇଁ_୪୨_ଚକ_ପ୍ରସ୍ତୁତ .
ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି। ଏଥିଲାଗି ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ସନ୍ଧ୍ୟା ୭ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ପ୍ରାୟ ୪ ଘଣ୍ଟା ଧରି ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏପଟେ ରଥଖଳାରେ ଆଗେଇ ଚାଲିଛି ତିନି ରଥ ନିର୍ମାଣ କାର୍ଯ୍ୟ। ତିନିରଥର ୪୨ ଚକ ନିର୍ମାଣ ଶେଷ ହୋଇଥିବା ବେଳେ ଚାରି ନାହାକା, ଗରଗରା ଏବଂ ପୋଲ ଗୟଳ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି।