ପାଖେଇ ଆସିଲା ପଂଚାୟତ ଓ ପୌର ନିର୍ବାଚନ ସର୍ଭେ...

Sep 11, 2026 - 15:30
 8
ପାଖେଇ ଆସିଲା ପଂଚାୟତ ଓ ପୌର ନିର୍ବାଚନ ସର୍ଭେ...

ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଅକ୍ଟୋବର ୨୬ ତାରିଖରୁ ଆରମ୍ଭ ହେବ ସର୍ଭେ

୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତି କରାଯାଉଛି। 

ସେପ୍ଟେମ୍ବର ୨୩ରେ ମାଷ୍ଟର୍‌ ଟ୍ରେନର୍‌ମାନଙ୍କ ଦିଆଯିବ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ। 

ଭୁବନେଶ୍ୱର ଷ୍ଟେଟ୍ କନଭେନସନ୍ ସେଣ୍ଟର ଗ୍ରାଉଣ୍ଡ ଫ୍ଲୋରରେ ହେବ ପ୍ରଶିକ୍ଷଣ। 

ଅକ୍ଟୋବର ୨୬ରୁ ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ ଘର ଘର ବୁଲି କରାଯିବ ସର୍ଭେ।