ଆଜିର ଦିନ ଚର୍ଚ୍ଚା

Sep 12, 2026 - 07:35
 2

ଆଜିର ଦିନ ଚର୍ଚ୍ଚା 

ଆଜି ଶନିବାର ସେପ୍ଟେମ୍ବର ମାସ, ଭାଦ୍ରବ ଶୁକ୍ଳପକ୍ଷ ୧୨ ତାରିଖ ଶନିବାର, ୨୦୨୬

ସୂର୍ୟୋଦୟ- ପ୍ରାତଃ ଘ୦୫/୩୭/୪୯

ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୯/୫୦

*ଯୋଗିନୀ ପୂର୍ବେ ଦିବା ଘ୦୭/୨୬ ଗତେ ଉତ୍ତରେ*

*ବୃଷ,ସିଂହ ଓ କନ୍ୟା ରାଶିର ଘାତବାର*

*ବୃଷ ରାଶିର ଘାତଚନ୍ଦ୍ର*

*ଦ୍ୱିତୀୟା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ*

କାଳବେଳା-ଦିବା ଘ୦୭/୧୦ ମଧ୍ୟେ ଓ ଦିବା ଘ୦୪/୧୫ ଗତେ ଘ୦୫/୫୦ ମଧ୍ୟେ

ବାରବେଳା- ଦିବା ଘ୦୧/୧୫ ଗତେ ଘ୦୨/୪୮ ମଧ୍ୟେ

ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୯/୩୮ ଗତେ ଘ୧୨/୫୦ ମଧ୍ୟେ ଓ ରାତ୍ରି ଘ୦୮/୧୪ ଗତେ ଘ୧୦/୩୭ ମଧ୍ୟେ ରାତ୍ରି ଘ୧୨/୧୫ ଗତେ ଘ୦୧/୪୭ ମଧ୍ୟେ

  

ବିଶୁଦ୍ଧ ମାହେନ୍ଦ୍ର ବେଳ।- 

ନ।ସ୍ତି

ଆଜି ବୋଇତିକଖାରୁ ଭକ୍ଷଣ ନିଷେଧ