ପିଲାମାନଙ୍କ ମଧ୍ୟରେ ବାଧ୍ୟତାମୂଳକ ବାୟୋମେଟ୍ରିକ୍ ସଂଶୋଧନରେ ସୁଧାର ଆଣିବା ପାଇଁ ଆଚରଣଗତ ଅନୁଦୃଷ୍ଟି ବ୍ୟବହାର କରିବ ୟୁଆଇଡିଏଆଇ
ପିଲାମାନଙ୍କ ମଧ୍ୟରେ ବାଧ୍ୟତାମୂଳକ ବାୟୋମେଟ୍ରିକ୍ ସଂଶୋଧନରେ ସୁଧାର ଆଣିବା ପାଇଁ ଆଚରଣଗତ ଅନୁଦୃଷ୍ଟି ବ୍ୟବହାର କରିବ ୟୁଆଇଡିଏଆଇ
ଆଚରଣଗତ, ଲଜିଷ୍ଟିକ୍ ଏବଂ ସଚେତନତା-ସମ୍ବ ମ୍ବନ୍ଧୀୟ ପ୍ରତିବନ୍ଧକଗୁଡ଼ିକୁ ଦୂର କରିବା ପାଇଁ ବିହେବିୟରାଲ ଇନସାଇଟ୍ ଲିମିଟେଡ୍ ସହିତ ସହଭାଗୀତା କଲା ୟୁଆଇଡିଏଆଇ
ଏମବିୟୁକୁ ପ୍ରୋତ୍ସାହିତ କରିବା ପାଇଁ ଆଚରଣଗତ ହସ୍ତକ୍ଷେପ ଡିଜାଇନ୍ ଏବଂ କାର୍ଯ୍ୟକାରୀ କରାଯିବ
ନ (ଏମବିୟୁ) ଲାଗି (ୟୁଆଇଡିଏଆଇ) ପିଲାମାନଙ୍କ ପାଇଁ ଆଧାରରେ ବାଧ୍ୟତାମୂଳକ ବାୟୋମେଟ୍ରିକ୍ ସଂଶୋଧନ (ଏମବି ସମସ୍ତ ଶୁଳ୍କ ଛାଡ଼ କରିବା ପରେ ଭାରତୀୟ ଅନନ୍ୟ ପରିଚୟ କର୍ତ୍ତୃପକ୍ଷ ଏମର୍ବିୟୁ ଗ୍ରହଣକୁ ବୃଦ୍ଧି କରିବା ପାଇଁ ଆଚରଣଗତ ଅନୁଦୃଷ୍ଟି ବ୍ୟବହାର ହାର କରିବ।
ଛୋଟ ପିଲା ଏବଂ ଯୁବପିଢ଼ିଙ୍କୁ ସେମାନଙ୍କର ଆଧାରରେ ବାୟୋମେଟ୍ରିବ ମେଟ୍ରିକ୍ ସମୟାନୁସାରେ ସଂଶୋଧନ ମାଧ୍ୟମରେ ଗୁରୁତ୍ଵପୂର୍ଣ ସେବାଗୁଡ଼ିକ ପାଇବାରେ ସାହାଯ ହାଯ୍ୟ କରିବା ପାଇଁ ୟୁଆଇଡିଏଆଇ ଗବେଷଣା ପରାମର୍ଶଦାତା ବିହେବିୟରାଲ ଇନସାଇଟ୍ ଲିମିଟେଡ୍ (ବିଆଇଟି) ସହିତ ବୁଝାମଣାପତ୍ର ସ୍ବାକ୍ଷର କରିଛି।
5 ବର୍ଷ ଏବଂ 15 ବର୍ଷ ବୟସର ପିଲାମାନଙ୍କ ପାଇଁ ଆଧାର ରରେ ଏମବିୟୁ ବୃଦ୍ଧି କରିବା ଏବଂ ସମୟାନୁସାରେ ସଂଶୋଧନ ଲାଗି ଆଚରଣଗତ, ଲଜିଷ୍ଟିକ୍ ଏବଂ ସଚେତନତା-ସମ୍ବନ୍ଧୀୟ ପ୍ରତିବନ୍ଧକଗୁଡ଼ିକୁ ଦୂର କରିବା ଏହି ବୁଝାମଣାପତ୍ରର ଲକ୍ଷ୍ୟ ১৭। । এরা ଆଧାର ସହିତ ଜଡିତ ସେବା ଏ ଏବଂ ଲାଭଗୁଡ଼ିକୁ ସୁଗନ ସୁଗମ ଉପଲବ୍ଧତାକୁ ସକ୍ଷମ କରିବ।
ଆଧାର ଏମବିୟୁଗୁଡ଼ିକୁ ଉତ୍ସାହିତ କରିବା ପାଇଁ ଉପଯୁକ୍ତ ଆଚରଣଗତ ହସ୍ତକ୍ଷେପ ଡିଜାଇନ୍, ପରୀକ୍ଷଣ ଏବଂ କାର୍ଯ୍ୟକାରୀ କରାଯିବ।
ଏହି ୟୁଆଇଡିଏଆଇର ସିଇଓ ଭୁବନେଶ କୁମାର ଏବଂ ବରିଷ୍ଠ ସଦସ୍ୟଙ୍କ ଉପସ୍ଥିତିରେ ଏ ବୁଝାମଣାପତ୍ରରେ ପତ୍ରରେ ୟୁଆଇର୍ଡିଏଆଇର ଉପମହାନିର୍ଦ୍ଦେଶକ ତନୁଶ୍ରୀ ଦେବବର୍ମା এ๑° ବିଆଇଟିର ଗୋ ଗୋଷ୍ଠୀ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧୂକାରୀ ରବି ଗୁରୁମୂର୍ତି ସ୍ବାକ୍ଷର କରିଥିଲେ।
ଭୁବନେଶ କୁମାର କହିଛନ୍ତି, “ଯେତେବେଳେ ପ୍ରଯୁକ୍ତିବିଦ୍ଯା ମାନବ ଆଚରଣ ସହିତ ସମନ୍ବିତ ହୁଏ, ଡିପି ଡିଜିଟାଲ୍ ପରିଚୟ ସମ୍ପୂର୍ଣ୍ଣ ବୈଷୟିକ ପ୍ରକ୍ରିୟାରେ ଅଧୂକ ସୁଗମ, ବିଶ୍ବସନୀୟ ৩০° ସଶକ୍ରୀକରଣ ଅଭିଜ୍ଞତାରେ ପରିଣତ ହୁଏ। ଏହି ବୁଝାମଣାପତ୍ର ମାଧ୍ୟମରେ, ଆମେ ଏହି ପ୍ରଭାବ ହାସଲ କରିବାକୁ ଆଶା କରୁଛୁ।’’
ବିଆଇଟିର ସିଇଓ ରାଚେଲ୍ କୋୟଲ୍ କହିଛନ୍ତି, ମାନବ ଆଚରଣର ଏକ ନୂତନ ପ୍ରମାଣ-
ଆଧାରିତ ବୁଝାମଣା ଆଧାରର ଅପଡେଟ୍ ବୃଦ୍ଧି କରିପାରିବ ଏବଂ ଆଧାର ନମ୍ବର ଧାରକମାନଙ୍କୁ ଗୁରୁତ୍ବପୂର୍ଣ ସାର୍ବଜନୀନ ସେବା ପାଇବାରେ ସାହାଯ୍ୟ କରିପାରିବ।
ଆଧାରରେ ପଞ୍ଜିକରଣ ହେବା ପରେ, ଜଣେ ପିଲାକୁ 5 ବର୍ଷ ବୟସ ହେବା ପରେ ଏବଂ ତା'ପରେ ପୁଣି 15 ବର୍ଷ ବୟସ ହେବା ପରେ ବାୟୋମେଟ୍ରିକ୍ (ଆଙ୍ଗୁଠି ଚିହ୍ନ, ଆଇରିସ୍ ଏବଂ ଫଟୋ) ସଂଶୋଧନ କରିବାକୁ ପଡିବ। ୟୁଆଇଡିଏଆଇ ସମାଜରେ ଏମବିୟୁର ଗ୍ରହଣୀୟତାରେ ସୁଧାର କରିବା ପାଇଁ ନିରନ୍ତର ପ୍ରୟାସ କରିଆସୁଛି। ଏକ ଲୋକାଭିମୁଖୀ ପଦକ୍ଷେପ ସ୍ବରୂପ, ୟୁଆଇଡିଏଆଇ 7-15 ବୟସ ବର୍ଗ ପାଇଁ ଏମବିୟୁ ପାଇଁ ସମସ୍ତ ଶୁକ୍ଳ ଛାଡ଼ କରିଛି, ଯାହା ଦ୍ବାରା ପ୍ରାୟ 6 କୋଟି ପିଲା ଉପକୃତ ହେବେ ବୋଲି ଆଶା କରାଯାଉଛି।
ଉକ୍ତ ବୟସ ବର୍ଗ ପାଇଁ ଏମବିୟୁ ଶୁକ୍ଳ ଛାଡ଼ 1 ଅକ୍ଟୋବର 2025 ରୁ ଆରମ୍ଭ ହୋଇସାରିଛି ଏବଂ ଏହା ଗୋଟିଏ ବର୍ଷ ପାଇଁ ବଳବତ୍ତର ରହିବ।