ପୁଣି ଆଉ ଏକ ଲଘୁଚାପ ବଳୟ ରେ ଓଡିଶା...

Aug 29, 2026 - 11:06
 12
ପୁଣି ଆଉ ଏକ ଲଘୁଚାପ ବଳୟ ରେ ଓଡିଶା...

ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଉପକୂଳରେ ସୃଷ୍ଟି ହେଲା ଲଘୁଚାପ।

ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ସକାଳ ୫ଟା ୩୦ରେ ଲଘୁଚାପ ସୃଷ୍ଟି ହୋଇଛି। 

ପଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ସୂଚନା। 

ଆଗାମୀ ୪୮ ଘଣ୍ଟା ଯାଏଁ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବା ସମ୍ଭାବନା ରହିଛି। 

ଉତ୍ତର ଓଡ଼ିଶା-ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟାକାରେ ଗତି କରିପାରେ। 

ଉତ୍ତର ଓଡ଼ିଶା ସମେତ ସାରା ଓଡ଼ିଶାରେ ବର୍ଷା ହେବା ଆଶଙ୍କା ରହିଛି।