ପ୍ରଗତି ମଞ୍ଚର ହସ୍ତକ୍ଷେପ ଭିତ୍ତିଭୂମି ପ୍ରକଳ୍ପ ନିର୍ମାଣକୁ କରୁଛି ତ୍ବରାନ୍ବିତ
ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ପରେ ଯୁଦ୍ଧକାଳନୀ ଭିଭିରେ ସମ୍ପୂର୍ଣ୍ଣ ହୋଇଥ୍ଲା ଭୁବନେଶ୍ବର-ଡେଲାଙ୍ଗ -ପୁରୀ ରେଳ ଲାଇନ୍
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଗଠିତ ଠିତ ପ୍ରଗତି ମଞ୍ଚ ଦେଶରେ ଗୁରୁତ୍ବପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ତ୍ବରିତ ଏବଂ ବଂ ସମୟୋଚିତ କାର୍ଯ୍ୟକାରିତାରେ ବିଶେଷ ଶଷ ଭାବେ ସହାୟକ ହୋଇଛି । ଏହାର ଏକ ଉଦାହରଣ ଭୁବନେଶ୍ବର-ଡେଲାଙ୍ଗ -ପୁରୀ ରେଳ ଲାଇନ୍ ଦୋହରୀକରଣ ପ୍ରକଳ୍ପ କ୍ଷେତ୍ରରେ ଦେଖିବାକୁ ମିଳିଥାଏ । 70 କିଲୋମିଟର ଲମ୍ୱ ଏହି ପ୍ରକଳ୍ପକୁ ମାର୍ଚ୍ଚ 2012ରେ ମଞ୍ଜୁର କରାଯାଇଥିଲା I ପ୍ରକଳ୍ପ ଲାଗି ରେଳ ମନ୍ତ୍ରଣାଳୟ 1,650 କୋଟି ଟଙ୍କା ମଞ୍ଜୁର କରିଥିଲା I 2015 ଜୁଲାଇ ମାସରେ ପୁରୀରେ ଶ୍ରୀଜିଉଙ୍କ ନ ନବକଳେବ ବର ଉତ୍ସବକୁ ଦୃଷ୍ଟିରେ ରଖ୍ ଏହି ପ୍ରକଳ୍ପକୁ ମଞ୍ଜୁରି ମିଳିଥିଲା I ଏହାର ଉଦ୍ଦେଶ୍ୟ ଥିଲା ଖୋର୍ଦ୍ଧା ଏବଂ ପୁରୀ ଜିଲ୍ଲାରେ ଥିବା ପ୍ରମୁଖ ଧାର୍ମିକ ତଥା ପର୍ଯ୍ୟଟନସ୍ଥଳୀକୁ ସୁବିଧାଜନକ ରେଳ ସଂଯୋଗୀକ କରଣ ଯୋଗାଇ ଦେବ I ଶ୍ରୀକ୍ଷେତ୍ରରେ ନବକଳେବର ଦେଖିବା ଲାଗି 50 ଲକ୍ଷ ଭକ୍ତଙ୍କ ସମାଗମ ହେବ ବୋଲି ଆଶା କରାଯାଉଥିଲା। ତେଣୁ ଶ୍ରଦ୍ଧାଳୁଙ୍କ ଯାତାୟାତ ପାଇଁ ଏ ଏହି ରେଳ ପ୍ରକଳ୍ପକୁ ଧାର୍ଯ୍ୟ ସମୟସୀମା ମଧ୍ଯରେ ସାରିବା ରିବା ଜରୁରୀ ହୋଇପଡ଼ିଥିଲା।
ଇତିମଧ୍ଯରେ ଭୁବନେଶ୍ବର-ଡେଲା ଲାଙ୍ଗ ସେକ୍ସନ 40 କିଲୋମିଟର ରେଳ ଲାଇନ ଏବଂ ଡେଲାଙ୍ଗ -ସାକ୍ଷୀଗୋପାଳ ସେକ୍ସନ 13 କିଲୋମିଟର ରେଳ ଲାଇନର ର ଦୋହରୀକରଣ ସରିଥିଲା । କିନ୍ତୁ 17 6 କିଲୋମିଟର ବିଶିଷ୍ଟ ସାକ୍ଷୀଗୋପ ପାଳ-ପୁରୀ ସେ ସେକ୍ସନ କାମ ସରିବାରେ ବିଳମ୍ୱ ହୋଇଥିଲା I ଠିକ୍ ସମୟରେ ଏହି କାମକୁ ସାରିବା ସହିତ ସମ୍ପୂର୍ଣ୍ଣ ଭୁବନେଶ୍ବର-ଡେଲାଙ୍ଗ-ପୁରୀ ରେଳ ଲାଇନ୍କୁ ନଟ ନବକଳେବର ପୂର୍ବରୁ କାର୍ଯ୍ୟକ୍ଷମ କରିବା ଏକ ବଡ଼ ଆହ୍ବାନ ଥୁଲା I ନିର୍ମାଣ କାମକୁ ଗତି ତିଶୀଳ କରିବା ଏବଂ ସବୁ ବିଳମ୍ବିତ କାର୍ଯ୍ୟକୁ ଯଥାଶୀଘ୍ର ସାରିବା ଜରୁରି ହୋଇପଡ଼ିଥିଲା I ଏହି ପ୍ରକ ପ୍ରକଳ୍ପର ଗୁରୁତ୍ବକୁ ଉପଲବ୍ଧି କରି 24 ଜୁନ୍ 2015ରେ ଅନୁଷ୍ଠିତ ପ୍ରଗତି ବୈଠକରେ ରେ ଏହାର ସମୀକ୍ଷା କରାଯାଇଥିଲା। ସମୀକ୍ଷା ସମୟରେ, ନବକଳେବର ମହୋତ୍ସବ ପାଇଁ ଏହି ପ୍ରକଳ୍ପ
ଜରୁରି ହୋଇଥିବାରୁ ରେଳ ମନ୍ତ୍ରଣାଳୟ ଯଥାଶୀଘ୍ର ସବୁ କାମ ସାରିବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ପ୍ରକଳ୍ପକୁ ସର୍ବୋଚ୍ଚ ପ୍ରାଥମିକତା ମାନ୍ୟତା ମିଳିଥିଲା I କାର୍ଯ୍ୟକାରୀ ସଂସ୍ଥା ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକାରୀ କରିବା ପ୍ରୟାସକୁ ।କୁ ବ୍ଯାପକ କରିଥିଲା I ବିଭାଗୀୟ ସମନ୍ବ ସମନ୍ୱୟକୁ ସୁଦୃଢ଼ କରାଯାଇ ଯଥାଶୀଘ୍ର ଯଥାଶୀଘ୍ର ସବୁ ସବୁ କାମ ସାରିବାକୁ ପଦକ୍ଷେପ ନିଆଯାଇଥିଲା I
ଅନ୍ୟପକ୍ଷରେ ପ୍ରଗ ପ୍ରଗତି ସମ୍ପୂର୍ଣ୍ଣ ସରକାରୀ ଆଭିମୁଖ୍ୟ ନେଇ ନବକଳେବର ମହୋତ୍ସବକୁ ସଫଳ କରିବା ଉପ ଉପରେ ଗୁରୁତ୍ବାରୋପ କରିଥିଲା I ସୁରକ୍ଷା, ପାନୀୟ ଜଳ ଯୋଗାଣ ଏବଂ ସ୍ବଚ୍ଛତା ଉପରେ ପ୍ରା ପ୍ରାଥମିକତା ଦେବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦିଆଯାଇଥିଲା I ବହୁ ସଂଖ୍ୟାରେ બધા બોધ ଦୃଷ୍ଟିରେ ରଖ୍ ରେଳ ଭିତ୍ତିଭୂମି ମଧ୍ଯ ପ୍ରସ୍ତୁତ କରାଯାଇଥିଲା I ଏହି ବିଶାଳ ଧାର୍ମିକ ଜ୍ଞାନ ମହୋତ୍ସବର ଜାତୀୟ ପ୍ରଭାବକୁ ସ୍ବ ସ୍ବୀକାର କରି ପ୍ରଗତି ମଞ୍ଚ ପ୍ରକଳ୍ପ ସମ୍ପୂର୍ଣ କରିବା ବ୍ୟତୀତ ବିନିମୟ ଏବଂ ସଂସ୍ଥାଗତ ଶିକ୍ଷା ଲାଭ ଉପରେ ମଧ୍ୟ ଗୁରୁତ୍ବ ଦେଇଥିଲା I ଆଗକୁ ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶରେ କୁମ୍ଭ ମେଳା ଆୟୋଜନ ହେବାକୁ ଥିବାରୁ ନବକଳେବର ପ୍ରସ୍ତୁତି ଅନୁଧ୍ୟାନ ଲାଗି ପୁରୀରେ ଦଳ ନିୟୋଜିତ କରିବା ଲାଗି ପରାମର୍ଶ ଦିଆଯାଇଥିଲା I ଏହି ଦୂରଦୃଷ୍ଟିପୂର୍ଣ୍ଣ ମାର୍ଗଦର୍ଶନ ଓଡ଼ିଶାର ପ୍ରୟାସକୁ ଅନ୍ୟ ରାଜ୍ୟଗୁଡ଼ିକ ପାଇଁ ଏକ କାର୍ଯ୍ୟକାରିତାଯୋଗ୍ୟ ଉଦାହରଣ ରୂପେ ରୂପେ ଗ୍ରହଣ କରିବା ଲାଗି ମାର୍ଗପ୍ରଶସ୍ତ କରିଥିଲା I ଅନ୍ୟ ରାଜ୍ୟଗୁଡ଼ିକ ଓଡ଼ିଶାର ଶ୍ରେଷ୍ଠ ପ୍ରୟାସରୁ ଶିକ୍ଷା ଗିକ୍ଷା ଲାଭ କରିଥିଲେ ଏବଂ ଏକ ବିଶାଳ ଧାର୍ମିକ କାର୍ଯ୍ୟକ୍ରମ ଆୟୋଜନରେ ଆନ୍ତଃରାଜ୍ୟ ସ ସମନ୍ବୟରେ ମଧ୍ୟ ସୁଧାର ଆଣିଥିଲା I
ଭୁବନେଶ୍ବର-ଡେଲାଙ୍ଗ-ପୁ ଙ୍ଗ-ପୁରୀ ରେଳ ଲାଇନ୍ ନବକଳେବର 2015 ସମୟରେ 50ରୁ 60 ଲକ୍ଷ ଯାତ୍ରୀଙ୍କ ଯାତାୟା ୟାତ ପାଇଁ ସୁବିଧା ଯୋଗାଇ ଦେଇଥିଲା। ଏହି କରିଡର ସିଙ୍ଗଲ ଲାଇନରୁ ଡବଲ୍ ଲାଇ ଲାଇନ୍ ହେବା ଫଳରେ ଏହି ମାର୍ଗରେ ଟ୍ରେନ୍ ଏବଂ ଯାତ୍ରୀଙ୍କ କ୍ଷମତା ପ୍ରାୟ 2ରୁ 3 ଗୁଣ ବୃଦ୍ଧି ପା ପାଇଥିଲା । ଅଧୂକ ଭିଡ଼ ସମୟରେ 10ରୁ 15 ମିନିଟ୍ ବ୍ୟବଧାନରେ ଟ୍ରେନ୍ ଚଳାଚଳ କରିଥିଲା । ବନ୍ଧିତ କ୍ଷ ର୍ଷିତ କ୍ଷମତା କାରଣରୁ ଭାରତୀୟ ରେଳବାଇ ଦୈନିକ ଲକ୍ଷାଧିକ ଯାତ୍ରୀଙ୍କ ପରିବହନ କରିବାକୁ ସକ୍ଷମ ହୋଇଥିଲା I କେବଳ ସେତିକି ନୁହେଁ ଏହି ରେଳ ପ୍ରକଳ୍ପ ସ୍ଥାନୀୟ ଅଞ୍ଚଳର । ସାମାଜିକ ଆର୍ଥିକ ଆ ଲାଭ ସହିତ ଜନବ ନକଲ୍ୟାଣରେ ମଧ୍ଯ ସହାୟକ ହୋଇଥିଲା I ଭାରତର ପ୍ରମୁଖ ତୀର୍ଥସ୍ଥଳକୁ ଅଧିକ ସଂଖ୍ୟାରେ ତୀର୍ଥଯାତ୍ରୀଙ୍କ ଯାତ୍ରା ସୁଗମ ହୋଇଥିଲା I ପାର୍ବଣ ଏକ