ବଦଳିଲେ ଶ୍ରୀରାମ ମନ୍ଦିର ଟ୍ରଷ୍ଟର ସାଧାରଣ ସମ୍ପାଦକ...
ନୂଆଦିଲ୍ଲୀ: ଗୋବିନ୍ଦ ଦେବ ଗିରିଙ୍କୁ ଶ୍ରୀ ରାମ ମନ୍ଦିର
ତୀର୍ଥ କ୍ଷେତ୍ର ଟ୍ରଷ୍ଟ ସାଧାରଣ ସମ୍ପାଦକ ଭାବରେ ନିଯୁକ୍ତ କରିଛି। କୃଷ୍ଣ ମୋହନଙ୍କ ପଦବୀରୁ ଇସ୍ତଫା ଦେବା ପରେ ଗୋବିନ୍ଦ ଦେବ ଗିରିଙ୍କର ନିଯୁକ୍ତି ହୋଇଛି। ମୋହନ କହିଛନ୍ତି ଯେ, ସେ ଜୁଲାଇ ୬ ତାରିଖରୁ ଅନୁରୀଣ ସାଧାରଣ ସମ୍ପାଦକ ଭାବରେ କାର୍ଯ୍ୟ କରୁଥିଲେ। ଏହି ଦାୟିତ୍ବ ଏବେ ଗୋବିନ୍ଦ ଦେବ ଗିରି ଗ୍ରହଣ କରିବେ। ଏପର୍ଯ୍ୟନ୍ତ ଗୋବିନ୍ଦ ଦେବ ଗିରି ଟ୍ରଷ୍ଟର କୋଷାଧ୍ୟକ୍ଷ ଥିଲେ।