ବନ୍ଦେ ଭାରତ ସ୍କିପର୍ ଟ୍ରେନକୁ ନେଇ ଯାତ୍ରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ
ବନ୍ଦେ ଭାରତ ସ୍କିପର୍ ଟ୍ରେନକୁ ନେଇ ଯାତ୍ରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ
ଟିକେଟ୍ ୱିଣ୍ଡୋ ଖୋଲିବାର କିଛି ଘଣ୍ଟା ମଧ୍ୟରେ ପ୍ରଥମ ଦିନ ଯାତ୍ରାର ସବୁ ଟିକେଟ୍ ବୁକିଂ ଶେଷ
କାମାକ୍ଷା (କେୱାଇକ୍ୟୁ) ଏବଂ ହାଓଡ଼ା (ଏଚଡବ୍ଲ୍ୟୁଏଚ୍) ମଧ୍ୟରେ ବନ୍ଦେ ଭାରତ ସ୍ଥିପର ଟ୍ରେନର ପ୍ରଥମ ବାଣିଜ୍ୟିକ のの ଚଳ ଆରମ୍ଭ ହୋଇଛି । ଏହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ପିଅ ପିଆରଏସ ଏବଂ ଅନ୍ୟ ସାଇ ସାଇଟ୍ ଜରିଆରେ ସଂରକ୍ଷିତ ଟିକେଟ୍ ବୁକିଂ ଆରମ୍ଭ ହେବାର ମାତ୍ର କିଛି ଘଣ୍ଟା ମଧ୍ୟରେ ଧ୍ଯରେ ସବୁ ସିଟ୍ ବୁକିଂ କିଂ ହୋଇ ହୋଇଯାଇଛି । ସିଟ୍ ଗୁଡ଼ିକ ଏତେ ଶୀଘ୍ର ବୁକିଂ ହେବା ଦ୍ବାରା ଯାତ୍ରୀମାନଙ୍କ ମଧ୍ୟରେ ଧରେ ଏହି ଟ୍ରେ ଟ୍ରେନକୁ ନେଇ ରହିଥିବା ଉତ୍ସୁକତା ସ୍ପଷ୍ଟ ହୋଇଛି । 17 ଜାନୁଆରୀ 2026ରେ ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବନ୍ଦେ ଭାରତ ସ୍ଥିପର ଟ୍ରେନ ଚଳାଚଳକୁ ଶୁଭାରମ୍ଭ କରିଥିଲେ ଦ୍ରୁତ ଗତି, ଆରାମଦାୟକ ଯାତ୍ରା ଏବଂ ଆଧୁନିକ ସୁବିଧାର ଅନୁଭୂତି ହାସଲ କରିବା ଲାଗି ରେଳ * ଯାତ୍ରୀମାନେ ଏହି ଟ୍ରେନକୁ ଅଧିକ ପସନ୍ଦ କରିଛନ୍ତି।
ଏହି ଟ୍ରେନ୍ଟି 22 ଜାନୁଆରୀ 2026ରେ କାମାକ୍ଷାରୁ ଏବଂ 23 ଜାନୁଆରୀ 2026ରେ ହାଓଡ଼ାରୁ ଏହାର ପ୍ରଥମ ବାଣିଜ୍ୟିକ ଯାତ୍ରା ଆରମ୍ଭ କରିବ I ଏହି ନୂତନ ଟ୍ରେନ୍ ସେବା ପାଇଁ ଟିକେଟ୍ ବୁକିଂ 19 ଜାନୁଆରୀ 2026 ସକାଳ ୫ଟାରେ ଆରମ୍ଭ ହୋଇଥିଲା। 24 ଘଣ୍ଟାରୁ କମ୍ ସମୟ ମଧ୍ୟରେ ସମସ୍ତ ଶ୍ରେଣୀର ଟିକେଟ୍ ବିକ୍ରି ସରିଯାଇଥିଲା। ଏଥୁରୁ ଏହି ପ୍ରିମିୟମ୍ ସେମି-ହାଇ-ସ୍ପିଡ୍ ରେଳ ସେବା ପ୍ରତି
ଜନସାଧାରଣଙ୍କ ପ୍ରବଳ ଉତ୍ସାହକୁ ପ୍ରତିଫଳିତ ହୋଇଥାଏ। ବନ୍ଦେ ଭାରତ ଫ୍ଲିପର ଟ୍ରେନର ପ୍ରଥମ ବାଣିଜ୍ୟିକ ଯାତ୍ରାକୁ ମିଳିଥିବା ଉତ୍ସାହଜନକ ପ୍ରତିକ୍ରିୟା ସ୍ପଷ୍ଟ ଭାବରେ ଦ୍ରୁତ, ସୁରକ୍ଷିତ ଏବଂ ଅଧିକ ଆରାମଦାୟକ ରେଳ ଯାତ୍ରା ବିକଳ୍ପ ପ୍ରତି ଯାତ୍ରୀମାନଙ୍କର ବଢ଼ୁଥିବା ଆଗ୍ରହକୁ ପ୍ରତିଫଳିତ କରେ I କାମାକ୍ଷା-ହାଓଡା ବନ୍ଦେ ଭାରତ ସ୍କିପର୍ ଟ୍ରେନ୍ ଉତ୍ତର-ପୂର୍ବ ଏବଂ ପୂର୍ବ ଭାରତ ମଧ୍ୟରେ ସଂଯୋଗୀକରଣରେ ଉଲ୍ଲେଖନୀୟ ଉନ୍ନତି ଆଣିବ ବୋଲି ଆଶା
କରାଯାଉଛି, ଯାହା ଆଧୁନିକ ସୁବିଧା, ଉନ୍ନତ ଯାତ୍ରା ସମୟ ଏବଂ ବିଶ୍ବସ୍ତରୀୟ ରାତ୍ରୀ ଯାତ୍ରା ଅଭିଜ୍ଞତା ଜ୍ଞତା ପ୍ରଦାନ ନ କରିବା
କିଛି ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ବୁକିଂ ହୋଇଥିବା ସ୍ଥିତି ଭାରତୀୟ ରେଳବାଇ ଦ୍ବାରା ପ୍ରଚଳନ କରାଯାଉଥିବା ଆଧୁନିକ ରେଳ ସେବା ପ୍ରତି ଯାତ୍ରୀମାନଙ୍କ ବିଶ୍ଵାସ ଏବଂ ଉତ୍ସାହର ଏକ ଦୃଢ଼ ମିୟମ୍ ରେଳ ସଂଯୋଗରେ ଏକ ନୂତନ ଅଧ୍ୟାୟକୁ ପ୍ରମାଣ | ଏହା ମଧ୍ୟ ସ୍ଥାନୀୟ ଅଞ୍ଚଳ ପାଇଁ ପ୍ରିମିୟ ଦର୍ଶାଇଥାଏ।