- ବିଏମସି ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକଙ୍କ ଘରେ ରେଡ୍ .

Jul 23, 2025 - 17:07
 23
- ବିଏମସି ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକଙ୍କ ଘରେ ରେଡ୍ .

- ବିଏମସି ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକଙ୍କ ଘରେ ରେଡ୍ .
- ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ଚଢ଼ାଉ 
- ଏକକାଳୀନ ୪ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ
- ଭୁବନେଶ୍ୱରର ବରଗଡ଼ ବ୍ରିଟ କଲୋନୀ ବାସଭବନ ସମେତ ଭୁବନେଶ୍ୱର, ଖୋର୍ଦ୍ଧା ଓ ରାୟଗଡ଼ାରେ ଚଢ଼ାଉ ଜାରି 
- ଭିଜିଲାନ୍ସର ୨ ଜଣ ଏସପିଙ୍କ ସମେତ ୮ ରୁ ୧୦ ଅଧିକାରୀ ଚଢ଼ାଉ ସାମିଲ
- ଭୁବନେଶ୍ୱରରୁ ରିପୋର୍ଟ 
- ରିପୋର୍ଟର : ରଶ୍ମିରଂଜନ ମିଶ୍ର 
#- Avnews24#