ବିଜୁବାବୁଙ୍କୁ ଟାର୍ଗେଟ କରି ନାହିଁ, ନିଶିକାନ୍ତ ଦୁବେ

Mar 31, 2026 - 11:23
 24
ବିଜୁବାବୁଙ୍କୁ ଟାର୍ଗେଟ କରି ନାହିଁ, ନିଶିକାନ୍ତ ଦୁବେ

ଦୀର୍ଘ ଦିନ ଧରି ଲାଗିରହିଥିବା ଅସନ୍ତୋଷ ଏବେ ଶାନ୍ତ ଅବସ୍ଥାକୁ ଆସିଛି

ବିଜୁବାବୁଙ୍କ ପ୍ରତି ଅପମାନ ଜନକ ମନ୍ତବ୍ୟ ରେ ସାଂସଦ ସମ୍ବିତ ପାତ୍ର ଏକ ଷ୍ଟାଣ୍ଡିଙ୍ଗ କମିଟିରୁ ଇସ୍ତଫା ଦେଇଥିଲେ 

ବିଜେପି ତରଫରୁ କୌଣସି ସ୍ୱର ଉତ୍ତୋଳନ ହୋଇ ନଥିଲେ ସୁଧା ଏକାମ୍ର ବିଧାୟକ ବାବୁ ସିଂ ପ୍ରଥମ ରେ ପ୍ରତିବାଦ କରିଥିଲେ 

ସର୍ବ ଶେଷରେ ନିଶିକାନ୍ତ ଦୁବେ କହିଛନ୍ତି ଯେ ମୁଁ ସେପରି ବିଜୁବାବୁଙ୍କୁ ଟାର୍ଗେଟ କରି ନାହିଁ, ଯଦି ଏହା କାହାକୁ ଆଘାତ ଦେଇଥାଏ ତେବେ ମୁଁ ଦୁଃଖ ପ୍ରକାଶ କରୁଛି 

ଏବେ ଇସ୍ତଫା ଦେଇଥିବା ସମ୍ବିତ ପାତ୍ର ଆଉ ସେହି କମିଟିର ସଦସ୍ୟ ରହି ପାରିବେ ନାହିଁ 

ସେହି କମିଟିର ସଦସ୍ୟତା ବିଜେପି ସାଂସଦ ପାଇ ପାରନ୍ତି ବୋଲି ଅନୁମାନ କରାଯାଉଛି