ଆନନ୍ଦ ଆଶ୍ରୟ ରେ ଦୀପାବଳି ପାଳନ
ଏହି "ଆନନ୍ଦ ଆଶ୍ରୟ" ରେ ପ୍ରାୟତଃ 25 ଜଣରୁ ଅଧିକ ଅନ୍ତେବାସୀ ରହୁଛନ୍ତି | ଏହା ବୟସ୍କ, ନିରାଶ୍ରୟ, ଅସହାୟ, ଦିବ୍ୟାଙ୍ଗ ତଥା ଅନାଥଙ୍କ ନିର୍ଭରଯୋଗ୍ୟ ଓ ନିରାପତ୍ତାଯୁକ୍ତ 'ଆଶ୍ରୟସ୍ଥଳୀ' ବୋଲି 'ଅରୋସିଖା' ଅନୁଷ୍ଠାନର ସମ୍ପାଦକ ପଦ୍ମ ଚରଣ ମହାପାତ୍ର ମତବ୍ୟକ୍ତ କରିଛନ୍ତି ||