ବିଜେଡି କୁ ଫେରିବେ କି ସୁଜାତା କାର୍ତ୍ତିକେୟନ !

Jun 9, 2026 - 11:24
 7
ବିଜେଡି କୁ ଫେରିବେ କି ସୁଜାତା କାର୍ତ୍ତିକେୟନ !

ବିଜେଡି କୁ ଫେରିବେ କି ସୁଜାତା କାର୍ତ୍ତିକେୟନ !

ବିଜୁ ଜନତା ଦଳକୁ ଆସୁଛନ୍ତି ସୁଜାତା ଆର୍‌. କାର୍ତ୍ତିକେୟନ

ବିଜେଡି ନେତା ମନ୍ମଥ ରାଉତରାୟଙ୍କ ବଡ଼ ବୟାନ 

'ବିଜେଡ଼ିକୁ ଆସୁଛନ୍ତି ସୁଜାତା, ଏହା ଶତ ପ୍ରତିଶତ' 

'କିନ୍ତୁ ଆମେ ଚାହୁଁଛୁ, ଯେତେ ଜଲ୍‌ଦି ସେ ଆସିବେ' 

ଅତ୍ୟନ୍ତ ଖୁସି ହେବୁ, ରେଡ୍‌ କାରପେଟ୍‌ରେ ସ୍ଵାଗତ କରିବୁ' 

'ସେ ପଦବୀ ନେବେ ନାହିଁ କି ଉତ୍ତରାଧିକାରୀ ହେବେ ନାହିଁ' 

'ସାଧାରଣ କର୍ମୀ ଭାବେ ଓଡ଼ିଶାର ବିକାଶ ପାଇଁ କାମ କରିବେ' 

'ସମସ୍ତଙ୍କ ଇଚ୍ଛା ସୁଜାତା ଆସନ୍ତୁ, ସେ ସରକାରକୁ ଦୋହଲାଇ ଦେବେ' 

'ବିଜେଡିରେ ଏଣ୍ଟ୍ରି ନେଇ ନବୀନ ରାଜି ଥିଲେ, କିନ୍ତୁ ସୁଜାତା ଅରାଜି ଥିଲେ' 

ଏବେ ସୁଜାତା ରାଜି ହୋଇଛନ୍ତି କହିଲେ ମନ୍ମଥ ରାଉତରାୟ 

'ନକାରାତ୍ମକ ପ୍ରଚାର ନେଇ ସୁଜାତାଙ୍କ ମନୋବଳ କମିଛି, ନିଷ୍ପତ୍ତିରେ ବିଳମ୍ବ' 

ସୁଜାତା ଆସିଲେ କିଛି ଅସନ୍ତୁଷ୍ଟ ହେବେ, କିନ୍ତୁ ବହୁ ଲୋକଙ୍କ ମନୋବଳ ବଢିବ ବୋଲି ଆଶା କରାଯାଉଛି