ବିରଳ ଦୃଶ୍ୟରେ ଜଣେ ରାଷ୍ଟ୍ରର ମୁଖ୍ୟ ହୋଇ ମଧ୍ୟ ଜଗତର ଭକ୍ତି ସମ୍ରାଜ୍ୟର ଅଧୂଶ୍ବର ଙ୍କ ସମାନ ଆସନରେ...
ବିରଳ ଦୃଶ୍ୟରେ ଜଣେ ରାଷ୍ଟ୍ରର ମୁଖ୍ୟ ହୋଇ ମଧ୍ୟ ଜଗତର ଭକ୍ତି ସମ୍ରାଜ୍ୟର ଅଧୂଶ୍ବର ଙ୍କ ସମାନ ଆସନରେ...
ଏକ ସୁନ୍ଦର ଦୃଶ୍ୟ । ଏହି ଦୃଶ୍ୟ ହୃଦୟକୁ ଛୁଏଁ । ଜଣେ ଭକ୍ତି ସାମ୍ରାଜ୍ୟର ଅଧୀଶ୍ବର । ଅନ୍ୟଜଣେ ବିଶାଳ ଗଣତନ୍ତ୍ରର ଶ୍ରେଷ୍ଠ। ପ୍ରଥମ ନାଗରିକ । ତାଙ୍କ ସହିତ ମହାରାଣୀ । ସମସ୍ତେ ଶ୍ରୀଜଗନ୍ନାଥ ଭାବନାରେ ଅମୁଲ୍ୟ ପବିତ୍ର ଓ ସ୍ବାଦିଷ୍ଟ ମହାପ୍ରସାଦ ସେବନରେ ବ୍ୟସ୍ତ । ତଳେ ବସି ମହାପ୍ରସାଦ ଖୁଆଯାଏ | ସୁନ୍ଦର ପରମ୍ପରା ଜଗନ୍ନାଥ ସଂସ୍କୃତିର | ଓଡିଶା ମାଟିର ।