ଭୁବନେଶ୍ବରରେ ଦୁଇ ଦିନିଆ ଚିନୁନ ଶିବିରରେ ଅଧ୍ଯକ୍ଷତା କରିବେ କେନ୍ଦ୍ର କନ୍ଦ୍ରମନ୍ତ୍ରୀ ଏଚ୍ ଡି କୁମାରସ୍ବାମୀ

Nov 20, 2025 - 14:21
 8
ଭୁବନେଶ୍ବରରେ ଦୁଇ ଦିନିଆ ଚିନୁନ ଶିବିରରେ ଅଧ୍ଯକ୍ଷତା କରିବେ କେନ୍ଦ୍ର କନ୍ଦ୍ରମନ୍ତ୍ରୀ ଏଚ୍ ଡି କୁମାରସ୍ବାମୀ

ପ୍ରଯୁକ୍ତିବିଦ୍ୟା, ନବସୃଜନ ଏବଂ • ଆତ୍ମନିର୍ଭରଶୀଳତା ଉପରେ ଧ୍ୟାନ ଦେଇ ଭୁବନେଶ୍ବରରେ ଦୁଇ ଦିର୍ନିଆ ଚିନ୍ତନ ଶିବିର । ଆୟୋଜନ କରିବ ଇସ୍ପାତ ମନ୍ତ୍ରଣାଳୟ

ଇସ୍ପାତ କ୍ଷେତ୍ରରେ ଅଭିବୃଦ୍ଧି ଏବଂ ପରିଚାଳନଗ ତନଗତ ଉତ୍କର୍ଷତା ପାଇଁ ଚିନ୍ତନ ଶିବିରରେ ପ୍ରସ୍ତୁତ କରାଯିବ ସହଯୋଗ ରଣନୀତି ପ୍ରସ୍ତୁ

ଆସନାକାଲିଠାରୁ କେନ୍ଦ୍ର ଇସ୍ପାତ ମନ୍ତ୍ରଣାଳୟ ଭୁବନେଶ୍ବର ଠାରେ ଏକ ଦୁଇ ଦିନିଆ ଚିନ୍ହନ ଶିବିର ଆୟୋଜନ କରିବ। ଏଥିରେ ଭାରତର ଇସ୍ପାତ କ୍ଷେତ୍ରର ଭବିଷ୍ୟତ ଗତିପଥ ଉପରେ ବିଚାର ବିମର୍ଶ କରିବା ପାଇଁ ବରିଷ୍ଠ ନେତୃତ୍ବ ଏବଂ ଅଂଶୀଦାରମାନଙ୍କୁ ଏକତ୍ରିତ କରାଯିବ।

ରାଷ୍ଟ୍ର ନିର୍ମାଣରେ ଘରୋଇ ଇସ୍ପାତ କ୍ଷେତ୍ରର ଭୂମିକାକୁ ସୁଦୃଢ଼ କରିବା ପାଇଁ ବ୍ୟାପକ ବିଚାରମନ୍ଥନ, ସହଯୋଗ ଏବଂ ରଣନୀତିକ ସମନ୍ବୟ ପାଇଁ ଶିବିରକୁ ଏକ ମଞ୍ଚ ଭାବରେ ପରିକଳ୍ପନା କରାଯାଇଛି। କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଏଚ୍.ଡି. କୁମାରସ୍ବାମୀ ଏବଂ ଇସ୍ପାତ ରାଷ୍ଟ୍ରମନ୍ତ୍ରୀ ଭୂପତିରାଜୁ ଶ୍ରୀନିବାସ ବର୍ମାଙ୍କ ଉପସ୍ଥିତିରେ ଏହି ଆଲୋଚନା ଅନୁଷ୍ଠିତ ହେବ। ସେମାନଙ୍କ ସହିତ ଇସ୍ପାତ ମନ୍ତ୍ର ମନ୍ତ୍ରଣାଳୟର ସଚିବ ସନ୍ଦୀପ ପୌଣ୍ଡ୍ରିକ୍, ଇସ୍ପାତ ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକ ଡ଼ିକର ମୁଖ୍ୟ ଏବଂ ଇସ୍ପାତ ମନ୍ତ୍ରଣାଳୟର ଅନ୍ୟାନ୍ୟ ବରିଷ୍ଠ ଅଧୂକାରୀମାନେ ଯୋଗଦେବେ।

ଶିବିରର ବିଷୟବସ୍ତୁ ଅବେଶନଗୁଡ଼ିକରେ ନବସୃଜନ ଏବଂ ପ୍ରତିଦ୍ବନ୍ଦିତାକୁ ଆଗେଇ ନେବା ପାଇଁ କୃତ୍ରିମ ବୁଦ୍ଧିମତ୍ତା, ମେସିନ୍ ଲỹ ଡିଜିଟାଲାଇଜେସନ୍ ସମେତ ଇସ୍ପାତରେ ସଦ୍ୟତମ ପ୍ରଯୁକ୍ତିବିଦ୍ୟାର ଉପଯୋଗ ଉପରେ ଆଲୋଚନା ହେବ । ପରିଚାଳନାଗତ ଉତ୍କର୍ଷତା ଏବଂ ଉତ୍ପାଦକତା ଉପରେ ମଧ୍ୟ ଆଲୋଚନା ହେବ ଯାହା ମୂଲ୍ୟ ଶୃଙ୍ଖଳାରେ ଦକ୍ଷତା । ସୁନିଶ୍ଚିତ କରିବ। ଏହି କାର୍ଯ୍ୟକ୍ରମରେ ଅଂଶୀଦାରଙ୍କ ମତାମତ ସଂଗ୍ରହ ମାଧ୍ୟମରେ ଏକ ରଣନୀତିକ ଦୃଷ୍ଟିକୋଣ ବିକାଶ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଅନ୍ୟପଟେ ଆତ୍ମନିର୍ଭରଶୀଳତା ଏ ଏବଂ ନବସୃଜନକୁ ଆଗକୁ ବଢ଼ାଇବା ପାଇଁ ଇସ୍ପାତ କ୍ଷେତ୍ରରେ ସୁଦେଶୀ ପ୍ରଯୁକ୍ତିବିଦ୍ୟାକୁ ପ୍ରୋତ୍ସାହିତ କରିବା ଉପ ศย ଚିନ୍ତନ ଶିବିରରେ ବିଶେଷ ଗୁରୁତ୍ବ ଦିଆଯିବ। ଉପରେ

এা । ସହିତ, ଶିବିର ଆଧୁନିକ ଖର୍ଣି ପଦ୍ଧତି ଉପରେ ମଧ୍ଯ ବିଚାରବିମର୍ଶ କରିବ, ଯେଉଁଥ୍ରେ ଖଣି

ଭିତ୍ତଭୂମିର ଉନ୍ନତିକରଣ ଏବଂ ଶିଳ୍ପର ବର୍ଷିତ ଚାହିଦା ପୂରଣ କରିବା ପାଇଁ ଉତ୍ପାଦନ କ୍ଷମତା ବୃଦ୍ଧି ଉପରେ ଧ୍ୟାନ ଦିଆଯିବ। ଭୁବନେଶ୍ବର ରରେ ଚିନୁନ ଶିବିର ଏପରି ଇସ୍ପାତ ଶିଳ୍ପ ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରିବା ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ। ଏହା ଭାରତର ଆର୍ଥକ ଅଭିବୃଦ୍ଧି ଏବଂ ଶିଳ୍ପ ପ୍ରଗତିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ।