ଆଜିର ଦିନ ଚର୍ଚ୍ଚା

Nov 28, 2026 - 08:30
 4

ଆଜି ନଭେମ୍ବର ମାସ ୨୮ ତାରିଖ ୨୦୨୬ ମସିହା (ଶନିବାର)

*ଶକାବ୍ଦ -୧୯୪୮* 

*ସମ୍ବତ୍ -୨୦୮୩*

*ଦିଲ୍ଲୀଶ୍ବରାବ୍ଦ -୧୪୩୪*

*ସମ୍ବତ୍ସର- ରୌଦ୍ର*

*ମାର୍ଗଶୀର ମାସ- କୃଷ୍ଣପକ୍ଷ*

*ତିଥି- ଚତୁର୍ଥୀ ଦିବା ଘ ୦୭/୧୪ ଗତେ ପଞ୍ଚମୀ*

*ନକ୍ଷତ୍ର- ପୁନର୍ବସୁ ଦିବା ଘ ୦୨/୦୧ ଗତେ ପୁଷ୍ୟା*

*ଚନ୍ଦ୍ର- ମିଥୁନ ଦିବା ଘ ୦୮/୩୫ ଗତେ କର୍କଟ*

*ଯୋଗ- ଶୁକ୍ଲ*

*କରଣ - ବାଳବ*

*ସୌରମାସ- ବିଛା ୧୩ ଦିନ*

ସୂର୍ୟୋଦୟ- ପ୍ରାତଃ ଘ୦୬/୦୭/୩୩

ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୨/୪୪

*ଯୋଗିନୀ ନୈରୁତେ ଦିବା ଘ ୦୭/୧୪ ଗତେ ଦକ୍ଷିଣେ*

*ବୃଦ୍ଧ,ସିଂହ ଓ କନ୍ୟା ରାଶିର ଘାତବାର*

*କନ୍ୟା ରାଶି ର ଘାତଚନ୍ଦ୍ର*

*ପଞ୍ଚମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ*

କାଳବେଳା-ଦିବା ଘ୦୭/୩୦ ମଧ୍ୟେ ଓ ଦିବା ଘ୦୩/୪୦ ଗତେ ଘ୦୫/୦୨ ମଧ୍ୟେ

ବାରବେଳା- ଦିବା ଘ୧୨/୫୫ ଗତେ ଘ୦୨/୨୦ ମଧ୍ୟେ 

ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୪୨ ଗତେ ଘ୧୦/୦୭ ମଧ୍ୟେ ଓ ଘ୦୨/୨୧ ଗତେ ଘ୦୩/୪୦ ମଧ୍ୟେ ଓ ରାତ୍ରି ଘ୧୨/୫୦ ଗତେ ଘ୦୧/୪୦ ମଧ୍ୟେ

ବିଶୁଦ୍ଧ ମାହେନ୍ଦ୍ର ବେଳ।- ରାତ୍ରି ଘ୦୧/୪୧ ଗତେ ଘ୦୨/୪୦ ମଧ୍ୟେ

ଆଜି ମୂଳା ଦିବା ଘ ୦୭/୧୪ ଗତେ ବେଲ ଭକ୍ଷଣ ନିଷେଧ