ଆଜିର ଦିନ ଚର୍ଚ୍ଚା
ଆଜି ନଭେମ୍ବର ମାସ ୨୬ ତାରିଖ ୨୦୨୬ ମସିହା (ଗୁରୁବାର)
*ଶକାବ୍ଦ -୧୯୪୮*
*ସମ୍ବତ୍ -୨୦୮୩*
*ଦିଲ୍ଲୀଶ୍ବରାବ୍ଦ -୧୪୩୪*
*ସମ୍ବତ୍ସର- ରୌଦ୍ର*
*ମାର୍ଗଶୀର ମାସ- କୃଷ୍ଣପକ୍ଷ*
*ତିଥି- ଦ୍ୱିତୀୟା ଦିବା ଘ ୦୧/୪୫ ଗତେ ତୃତୀୟା*
*ନକ୍ଷତ୍ର- ମୄର୍ଗଶୀର। ରାତ୍ରି ଘ ୦୬/୫୩ ଗତେ ଆର୍ଦ୍ରା*
*ଚନ୍ଦ୍ର- ବୃଷ ଦିବା ଘ ୦୮/୧୬ ଗତେ ମିଥୁନ*
*ଯୋଗ- ସିଦ୍ଧି*
*କରଣ - ଗର*
*ସୌରମାସ- ବିଛା ୧୧ ଦିନ*
ସୂର୍ୟୋଦୟ- ପ୍ରାତଃ ଘ୦୬/୦୬/୨୩
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୩/୦୪
*ଯୋଗିନୀ ଉତ୍ତରେ ଦିବା ଘ ୦୧/୪୫ ଗତେ ଅଗ୍ନିକୋଣେ*
*ତୁଳା ଓ କୁମ୍ଭ ରାଶିର ଘାତବାର*
*କନ୍ୟା ରାଶି ର ଘାତଚନ୍ଦ୍ର*
*ଦ୍ୱିତୀୟା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ଓ ତୃତୀୟା ର ପାର୍ବଣ ଶ୍ରାଦ୍ଧ*
କାଳବେଳା ଓ ବାରବେଳା- ଦିବା ଘ୦୨/୧୫ ଗତେ ଘ୦୫/୦୧ମଧ୍ୟେ
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୪୩ ମଧ୍ୟେ ଓ ରାତ୍ରି ଘ୦୫/୫୦ ଗତେ ଘ୦୯/୦୦ ମଧ୍ୟେ ଓ ଘ୧୧/୨୭ ଗତେ ଘ୦୨/୨୯ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।-
ନ।ସ୍ତି
ଆଜି ବୋଇତିକଖାରୁ ଦିବା ଘ ୦୧/୪୫ ଗତେ ପୋଟଳ ଭକ୍ଷଣ ନିଷେଧ