ଆଜିର ଦିନ ଚର୍ଚ୍ଚା
ଆଜି ନଭେମ୍ବର ମାସ ୨୭ ତାରିଖ ୨୦୨୬ ମସିହା (ଶୁକ୍ରବାର)
*ଶକାବ୍ଦ -୧୯୪୮*
*ସମ୍ବତ୍ -୨୦୮୩*
*ଦିଲ୍ଲୀଶ୍ବରାବ୍ଦ -୧୪୩୪*
*ସମ୍ବତ୍ସର- ରୌଦ୍ର*
*ମାର୍ଗଶୀର ମାସ- କୃଷ୍ଣପକ୍ଷ*
*ତିଥି- ତୃତୀୟା ଦିବା ଘ ୧୦/୨୩ ଗତେ ଚତୁର୍ଥୀ*
*ନକ୍ଷତ୍ର- ଆର୍ଦ୍ରା ଦିବା ଘ ୦୪/୧୯ ଗତେ ପୁନର୍ବସୁ*
*ଚନ୍ଦ୍ର- ମିଥୁନ*
*ଯୋଗ- ଶୁଭ*
*କରଣ - ଵିଷ୍ଟି*
*ସୌରମାସ- ବିଛା ୧୨ ଦିନ*
????ସୂର୍ୟୋଦୟ- ପ୍ରାତଃ ଘ୦୬/୦୬/୫୩
????ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୨/୫୪
*ଯୋଗିନୀ ଅଗ୍ନିକୋଣେ ଦିବା ଘ ୧୦/୨୩ ଗତେ ନୈରୁତେ*
*ବିଛା,ଧନୁ ଓ ମୀନ ରାଶିର ଘାତବାର*
*କନ୍ୟା ରାଶି ର ଘାତଚନ୍ଦ୍ର*
*ତୃତୀୟା ର ଏକୋଦିଷ୍ଟ ଓ ଚତୁର୍ଥୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ*
????କାଳବେଳା ଓ ବାରବେଳା- ଦିବା ଘ୦୮/୫୦ ଗତେ ଘ୧୧/୩୫ମଧ୍ୟେ
????ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୬/୫୪ ମଧ୍ୟେ ଓ ଘ୦୭/୪୨ ଗତେ ଘ୦୮/୪୯ ମଧ୍ୟେ ଓ ଘ୧୨/୩୦ ଗତେ ଘ୦୩/୪୨ ମଧେ
????ବିଶୁଦ୍ଧ ମାହେନ୍ଦ୍ର ବେଳ।-
ନ।ସ୍ତି
ଆଜି ପୋଟଳ ଦିବା ଘ ୦୪/୧୯ ଗତେ ମୂଳା ଭକ୍ଷଣ ନିଷେଧ