ଭୁବନେଶ୍ଵର ବାଲିଯାତ୍ରା ପଡ଼ିଆ(ବରମୁଣ୍ଡ)ରେ ରବିବାର ସୁଧା ସର୍ଜନା ମହାମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି।
ଭୁବନେଶ୍ଵର ବାଲିଯାତ୍ରା ପଡ଼ିଆ(ବରମୁଣ୍ଡ)ରେ ରବିବାର ସୁଧା ସର୍ଜନା ମହାମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କର ଆୟୋଜିତ ଏହି ୧୩୮ତମ ଜନ୍ମ ମହୋତ୍ସବ ଏବଂ ଭୁବନେଶ୍ ବଂ ଭୁବନେଶ୍ବର ସତସଙ୍ଗ ଶ୍ରୀମନ୍ଦିର ପ୍ରତିଷ୍ଠା ଦିବସ ଅବସରରେ ଆୟୋ ଉତ୍ସବରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ପ୍ରତ୍ୟୁଷରୁ ମଧ୍ୟରାତ୍ର ପର୍ଯ୍ୟନ୍ତ ବିବିଧ କାର୍ଯ୍ୟକ୍ରମ ମାଧ୍ୟମରେ ବାଲିଯାତ୍ରା ପଡ଼ିଆ ଉଚ୍ଛୁଳି ପଡ଼ିଥିଲା। ଏହି କାର୍ଯ୍ୟକ୍ରମରେ ସମାଜର ବିଭିନ୍ନ ବର୍ଗର ବିଶିଷ୍ଟ ବ୍ୟକ୍ତି ଅତିଥି ଭାବେ ଯୋଗଦାନ କରି ଆଜିର ସମୟରେ ସତ୍ସଙ୍ଗର ଆବଶ୍ୟକତା ଓ ପ୍ରାସଙ୍ଗିକତା ଉପରେ ଆଲୋକପାତ କରିଥିଲେ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି
ପୂର୍ବ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଥିଲେ, ସତ୍ସଙ୍ଗ ମଣିଷ ଶିଷ ଭିତରେ ଏକ ସକାରାତ୍ମକ ଭାବ ସୃଷ୍ଟି କରିଚାଲିଛି। ସୃଷ୍ଟି ମ ହୋଇଥାଏ। ମନ୍ଦ ସୁସ୍ଥ ସମାଜ ଗଠନରେ ଏହା ହେଉଛି । ସମ୍ମାନିତ ଅତିଥି ଭାବେ ଯୋଗଦେଇ ପୂର୍ବତନ ସାଂସଦ ଅମର ପଟ୍ଟନାୟକ କହିଥିଲେ, ଗୁରୁକୈନ୍ଦ୍ରିକ ଦ୍ରିକ ଜୀବନ ଭଲ ମଣିଷ ହେବାରେ ସହାୟକ ଉତ୍ସବ ଅବସରରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ଭୁବନେଶ୍ବର( ର(ଉତ୍ତର) ବିଧାୟକ ମୁଶାନ୍ତ ରାଉତ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, କଂଗ୍ରେସର ବରିଷ୍ଠ ନେତା ଶିବାନନ୍ଦ ରାୟ, ଭାଜପା ନେତା ଚିତ୍ତରଂଜନ କଂସଙ୍କା ସମୋ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ।
କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ପର୍ବତନ ସାଂସଦ ତଥା ଇଷ୍ଟର୍ଣ୍ଣ ମିଡିଆର
ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ କହିଥିଲେ, ଉତ୍ସବ ମଣିଷ ମନରେ ଉତ୍ସାହ ଆଣିଦେଇଥାଏ ମହୋତ୍ସବରେ ଆହୁରି ଅଧିକ ଉତ୍ସାହ ଥାଏ। କିନ୍ତୁ ଏ ସୁଧା ସର୍ଜନା ମହାମହୋତ୍ସବରେ ଉତ୍ସାହ ଶୀର୍ଷରେ ପହଞ୍ଚିଛି। ଯେଉଁଠାରେ ବିନା କୌଣସି ପ୍ରତ୍ୟାଶାରେ ଏତେ ସଂଖ୍ୟାରେ ଲୋକ ଏକତ୍ରିତ ହୋଇଛନ୍ତି, ସେଇଠାରେ ହିଁ ଈଶ୍ବର ବାସ କରନ୍ତି। ଏହା ମାନବ ସମାଜକୁ ନିର୍ଭୟ ହୋଇ ଜୀବନ ଅତିବାହିତ କରିବାର ବାର୍ଷା ଦେଉଛି। ଏହି ଅବସରରେ ସେ ଧୃତିକାମ ମହାଢିଙ୍କ ସଂପାଦନାରେ ପ୍ରକାଶିତ ଉତ୍ସବର ସ୍ମରଣିକା 'ତର୍ପଣ' ଏବଂ ବାର୍ଷିକ କ୍ୟାଲେଣ୍ଡରର ଉନ୍ମୋଚନ କରିଥିଲେ ।
ଏହା ପରେ ସତ୍ସଙ୍ଗ ମେଡିକାଲ୍ ଆସୋସିଏସନ୍ ପକ୍ଷର ଚିକିତ୍ସକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ପରେ
ସ୍ବାସ୍ଥ୍ୟ ଶିବିରରେ ପ୍ରାୟ ୫୦୦୦ରୁ ଉର୍ଦ୍ଧ୍ବ ବ୍ୟକ୍ତି ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲେ। ଏହି ଅବସରରେ ବରିଷ୍ଠ ଆଇନଜୀବୀଙ୍କୁ ନେଇ ଏକ ଆଇନ ପରାମର୍ଶ ଶିବିର ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏହା ପରେ ଅନୁଷ୍ଠିତ ହୋଇଥିଲା ଚିତ୍ତାକର୍ଷକ 'ଦଶାବତାରମ୍' କାର୍ଯ୍ୟକ୍ରମା ଅନ୍ୟ ପକ୍ଷରେ ମାତୃମଞ୍ଚରେ ଅନୁଷ୍ଠିତ ନାଟକ 'ପରଶମଣି' ଦର୍ଶକଙ୍କୁ ଅଭିଭୂତ କରିଥିଲା। ସନ୍ଧ୍ୟା ୫ଟା ୪୧ରେ ସନ୍ଧ୍ୟା ବିନତି ପରେ ସତ୍ସଙ୍କୁ ଦେଓଘରରୁ ଆଗତ 'ହ୍ବାଇଟ୍ ବ୍ୟାଣ୍ଡ୍' ପକ୍ଷରୁ ଚିତ୍ତାକର୍ଷକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ସହ-ପ୍ରତି ଋତ୍ବିକ୍ ଡ. ଅଭୟ କୁମାର ପରିଡ଼ା, ଇଂ. କଳିଙ୍ଗ କେଶରୀ ରଥ, ଶାଶ୍ବତ ପରିଡ଼ା, ରଜନୀକାନ୍ତ ପାଣି, କୃପାନିଧି ବିଶ୍ବାଳ, ରଘୁନାଥ ପାଣି, କମଳାକ୍ଷ ପରିଡ଼ାଙ୍କ ସମେତ ବହୁ ଯୁବକର୍ମୀଙ୍କ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।