ମାଲେସିଆ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ଥାନ ବିବୃତି
ମାଲେସିଆ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ଥାନ ବିବୃତି
୦୭ ଫେବ୍ରୁଆରୀ ୨୦୨୬; ପିଆଇବି ଦିଲ୍ଲୀ
ମୋର ବନ୍ଧୁ ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମଙ୍କ ନିମନ୍ତ୍ରଣରେ ମୁଁ ଆଜି ମାଲେସିଆକୁ ଏକ ସରକାରୀ ଗସୃପେ ପୁରେ ଯାଉଛି ।
ଭାରତ ଏବଂ ମାଲେସିଆ ମଧ୍ଯରେ ଐତିହାସିକ ସମ୍ପର୍କ ଗତ କିଛି ବର୍ଷ ମଧ୍ୟରେ ଦୃଢ଼ ପ୍ରଗତି ହାସଲ କରିଛି କରିଛି । । ପ୍ରଧାନମନ୍ତ୍ରୀ ପ୍ରଧା ଅନୱାର ଇବ୍ରାହିମଙ୍କ ସହ ମୋର ଆଲୋଚନା ଏବଂ ଆମର ବ୍ୟାପକ ରଣନୀତିକ ସହଭାଗିତାକୁ ଅଧୂକ ବୃଦ୍ଧି କରିବାକୁ ମୁଁ ଅପେକ୍ଷା କରିଛି । ଆମେ ଆମର ପ୍ରତିରକ୍ଷା ଏବଂ ସୁରକ୍ଷା ସମ୍ପର୍କକୁ ଆହୁରି ଗଭୀର କରିବାକୁ, ରିବାକୁ, ଆମର ଅର୍ଥନୈତିକ ଏବଂ ନବସୃଜନ ସହଭାଗିତାକୁ ବୃଦ୍ଧି କରିବା ତଥା ନୂତନ କ୍ଷେତ୍ରରେ ଆମର ସହଯୋଗକୁ ବିସ୍ତାର କରିବାକୁ ଲକ୍ଷ୍ୟ ରଖୂବୁ ରଖ |
ମୁଁ ମାଲେସିଆରେ ଥୂବା ଭାରତୀୟ ସମ୍ପ୍ରଦାୟକୁ ଭେଟିବାକୁ ମଧ୍ୟ ଆଗ୍ରହୀ । ପ୍ରାୟ 30 ଲକ୍ଷ ସଂଖ୍ୟାଟେ ରେ, ସେମାନେ ବିଶ୍ବର ସର୍ବବୃହତ ଭାରତୀୟ ପ୍ରବାସୀ ମଧ୍ୟରୁ ଅନ୍ୟତମ । ମାଲେସିଆର ପ୍ରଗତିରେ ସେମାନଙ୍କର ବିପୁଳ ଅବଦାନ ଏବଂ ଆମ ଦୁଇ ରାଷ୍ଟ୍ର ମଧ୍ୟରେ ଏକ ଜୀବନୁ ସେତୁ ଭାବରେ ସେମାନଙ୍କର ଭୂମିକା ଆମର ଐତିହାସିକ ବନ୍ଧୁତାକୁ ଏକ ଦୃଢ଼ ଭିତ୍ତିଭୂ କରେ । ଭିତ୍ତଭୂମି ପ୍ରଦାନ