ମୁଖ୍ୟମନ୍ତ୍ରୀଙ୍କ ବାୟୁ ସେବା ଯୋଜନା
ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା ଯେ ବା ଯୋଜନାରେ ମାଲକାନଗିରି ଜିଲ୍ଲାର ଦୂରଦୂରାନ୍ତ ଅଞ୍ଚଳରେ ବସବାସ କରୁଥୂବା ଲୋକମାନଙ୍କୁ ସାର୍ବଜନୀନ ଗୁଣ ଗୁଣାତ୍ମକ ସ୍ବାସ୍ଥ୍ୟସେବା ଯୋଗାଇବା ନିମନ୍ତେ ଆଜି ଆଜି ଶ୍ରୀ ରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ৩০° ହସପିଟାଲର ବିଶେଷଜ୍ଞ ଟିମ୍ ମାଲକାନଗିରି ଜିଲ୍ଲା ସଦର ମହକୁମା ହଞ୍ଚି ହସ୍ପିଟାଲରେ ପହଞ୍ଚିଛନ୍ତି । এই ଟିମ୍ ସେଠାରେ ତାରିଖ ପର୍ଯ୍ୟନ୍ତ ରହି ବିଶେଷଜ୍ଞ ସେବା ଓ ଚିକିତ୍ସା ଯୋଗାଇବେ ।
ଟାର୍ଗେଟ୍ ଏୟାର୍ |
ନିଶ୍ଚେତକ ବିଭାଗ ଡାକ୍ଟର କମଳାକାନ୍ତି ବାରିକ, ୟୁରୋଲୋଜି ବିଭାଗ ଡାକ୍ଟର ଶଶ ଶଶାଙ୍କ ଶେଖର ପ୍ରସାଦ ମହାପାତ୍ର, ହୃଦରୋଗ ବିଭାଗ ଡା ଡାକୁର ବିଶ୍ବ ବିକାଶ ମିଶ୍ର, ଗାଷ୍ଟ୍ରୋଏଣ୍ଡୋ ଏଣ୍ଡୋଲୋଜି ବିଭାଗ ବିଭାଗ ଡାକ୍ଟର ଡାକ୍ବ ଶୁଭମ୍ ବେହେରା, ନେଫ୍ରୋଲୋଜି ବିଭାଗ ଡାକ୍ଟର ରୁଚିକା ମଲ୍ଲିକ ଏବଂ ନ୍ୟୁରୋଲୋଜି ବିଭାଗ ଡାକ୍ବ ଡାକ୍ତର ପଲ୍ଲବୀ ବୀ ଦାଶଙ୍କ ସମେତ ସହାୟକମାନେ ଆଜି ସକାଳୁ ସେଠାରେ ରୋଗୀଙ୍କର ପ୍ରାରମ୍ଭିକ ପରୀକ୍ଷା ନିରୀକ୍ଷା ଆରମ୍ଭ କରିଛନ୍ତି ।
ପ୍ରାପ୍ତ ସୂଚନାରୁ ଜଣାପଡିଛି, ଆଜି ଅପରାହ୍ନ ସୁଦ୍ଧ ସୁଦ୍ଧା ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୫୦୦ରୁ ଅଧୂକ ରୋଗୀ ବିଶେଷଜ୍ଞ ସେବା ନିମନ୍ତେ ତାଲିକାଭୁକ୍ତ ହୋଇଛନ୍ତି ରଛନ୍ତି । ଏହି ସଂଖ୍ୟା ଆହୁରି ବଢିବ ବୋଲି ଆକଳନ କରାଯାଉଛି । ଡାକ୍ତରୀ ଟିମ୍ ପ୍ରତି ରୋଗୀଙ୍କର ପ୍ରାଥମିକ ପରୀକ୍ଷା ନିରୀକ୍ଷା କ୍ଷା କରି ବିଭିନ୍ନ ପ୍ରକାର ଚିକିତ୍ସା ନିମନ୍ତେ ସେମାନଙ୍କର ସବିଶେଷ ତଥ୍ୟ ସଂକଳି ଳଳିତ କରି ସେମାନଙ୍କୁ ଚିକିତ୍ସା ନିମନ୍ତେ ପ୍ରସ୍ତୁତ କରୁଛନ୍ତି
ଚିକିତ୍ସା ପାଇଁ ଅତ୍ୟାଧୁନିକ ଉପକରଣ ଓ ଯନ୍ତ୍ରପାତି ସ୍ଥାପନ କରାଯାଇଛି । ଆସନ୍ତା କାଲି ସିନିୟର୍ ବିଶେଷଜ୍ଞ ଟିମ୍ ପହଞ୍ଚିବା ପରେ ରୋଗୀଙ୍କର କର ଆବଶ୍ୟକୀୟ ଚିକିତ୍ସା ଓ ଅପରେସନ ଆଦି କରାହେବ । ଏପରି ଉଚ୍ଚମାନର ଚିକିତ୍ସା ସୁବିଧା ମାଲକାନଗିରି ଜିଲ୍ଲା ଭଳି ଉପାନ୍ ପାନ୍ତ ଅଞ୍ଚଳରେ ପହଞ୍ଚି ଥୂବାରୁ ଜିଲ୍ଲାର ବୁଦ୍ଧିଜିବୀମାନେ ରାଜ୍ୟ ସରକାର, ସ୍ବାସ୍ଥ୍ୟମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ ଏବଂ ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ଶ୍ରୀ ଶ୍ରୀ ମୋହନ ମୋ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।