ମୋବାଇଲ ଫୋନରେ ଜାରୀ ହେଲା ଏକ ଏମେରଜେନାସି ଆଲାର୍ମ...

May 2, 2026 - 18:54
 3
ମୋବାଇଲ ଫୋନରେ ଜାରୀ ହେଲା ଏକ ଏମେରଜେନାସି ଆଲାର୍ମ...

ମୋବାଇଲ ଫୋନରେ ଜାରୀ ହେଲା ଏକ ଏମେରଜେନାସି ଆଲାର୍ମ...

ଆପଣଙ୍କ ମୋବାଇଲ୍ ଫୋନ୍ କୁ କ’ଣ କେବଳ ଆଲାର୍ମ ବଜାଇ ଏକ ଏମର୍ଜେନ୍ସି ଆଲର୍ଟ ମେସେଜେ ଆସିଛି । 

ଯଦି ହଁ, ତେବେ ଭୟଭୀତ ହୁଅନ୍ତୁ ନାହିଁ !

ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (NDMA)ଦ୍ୱାରା କରାଯାଇଥିବା ସେଲ୍ ବ୍ରଡକାଷ୍ଟ ଆଲର୍ଟ ସିଷ୍ଟମର ଏକ ଦେଶବ୍ୟାପୀ ପରୀକ୍ଷଣର ଅଂଶ ଭାବରେ ଲକ୍ଷ ଲକ୍ଷ ଉପଭୋକ୍ତା ଶନିବାର ଏକ ସତର୍କତା ପାଇଛନ୍ତି। 

ଏହା ଜରୁରୀକାଳୀନ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ ​​କରିବା ପାଇଁ ସରକାରଙ୍କ ପ୍ରୟାସର ଏକ ଅଂଶ ଭାବରେ ଆସିଛି। 

ମାତ୍ର ଏହାକୁ ନେଇ ଭୟଭୀତ ନ ହେବାକୁ କହିଛି ଟେଲିକମ ବିଭାଗ । 

ମେସେଜେକୁ ଅଣଦେଖା କରିବାକୁ ଟେଲିକମ ବିଭାଗ ସୂଚନା ଦେଇଛନ୍ତି । 

ଜରୁରୀ କାଳୀନ ପରିସ୍ଥିତରେ ଏମିତି ମେସେଜେ ଆସିବ ।