ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଶିମିଳିପାଳ ବନ୍ଦ ରହିବ...

Jan 30, 2026 - 17:14
 23
ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଶିମିଳିପାଳ ବନ୍ଦ ରହିବ...

ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଶିମିଳିପାଳ ବନ୍ଦ ରହିବ...

ଭୁବନେଶ୍ବର: ଫେବୃଆରୀ ୪ରୁ ୬ତାରିଖ ବନ୍ଦ ରହିବ ମୟୁରଭଞ୍ଜ ଜିଲ୍ଲାରେ ଥ‌ିବା ଶିମିଳିପାଳ ଜାତୀୟ ଉଦ୍ୟାନ । ରାଷ୍ଟ୍ରପତି ଶିମିଳିପାଳ ଆସିବାକୁ ଥୂବାରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଉଦ୍ୟାନ । କାଳିକାପ୍ରସାଦ ଗେଟ୍ ଓ ଗୁଡ଼ଗୁଡ଼ିଆ ଜୋନ୍ ୪ ତାରିଖରୁ ୬ ପର୍ଯ୍ୟନ୍ତ ବନ୍ଦ ରହିବ। ଗୁଡଗୁଡ଼ିଆ ସଫାରୀ ୫ ଅପରାହ୍ନ ଓ ୬ ତାରିଖ ସକାଳେ ବନ୍ଦ ରହିବ।