ଇଥୋପିଆରେ ପ୍ରଧାନମନ୍ତ୍ରୀ ଇଥ୍ଓପିଆରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ସ୍ବତନ୍ତ୍ର ସ୍ବାଗତ କରାଗଲା

Dec 17, 2025 - 16:59
Dec 17, 2025 - 17:07
 17
ଇଥୋପିଆରେ ପ୍ରଧାନମନ୍ତ୍ରୀ  ଇଥ୍ଓପିଆରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ସ୍ବତନ୍ତ୍ର ସ୍ବାଗତ କରାଗଲା

ଇଥୋପିଆରେ ପ୍ରଧାନମନ୍ତ୍ରୀ ଇଥ୍ଓପିଆରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ସ୍ବତନ୍ତ୍ର ସ୍ବାଗତ କରାଗଲା

ଇଥ୍ଓପିଆ ପ୍ରଥମ ଦ୍ବିପାକ୍ଷିକ ଗସ୍ତରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଡିସ ଆବାବାରେ ପହଞ୍ଚିଛନ୍ତି। ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଇଥ୍ଓପିଆର ପ୍ରଧାନମନ୍ତ୍ରୀ ଡ଼ା. ଆବି ଅହମ୍ମଦ ଅଲି ସ୍ବାଗତ କରିଥିଲେ ।

ଭାରତ ଓ ଇଥ୍ଓପିଆ ମଧ୍ୟରେ ଐତିହାସିକ ସମ୍ପର୍କ ରହିଛି, ଯାହାକି ଜନସାଧାରଣଙ୍କ ମଧ୍ୟରେ ଥ‌ିବା ଗଭୀର ସମ୍ବନ୍ଧ ଆଧାରିତ । ଇଥ୍ଓପିଆନ ନେତୃତ୍ୱଙ୍କ ଏହି ସ୍ବତନ୍ତ୍ର ସ୍ବାଗତ ବିକାଶଶୀଳ ଦେଶ ଅଂଶୀଦାର ଭାବରେ ଉଭୟ ଦେଶ ପରସ୍ପରକୁ କେତେ ଗୁରୁତ୍ବ ଦିଅନ୍ତି ତାହା ପ୍ରତିଫଳିତ କରେ।