ସ୍ବର୍ଗତଃ ଧର୍ମେନ୍ଦ୍ରଙ୍କ ଜୀବନୀ ଚରିତ...
ଧର୍ମେନ୍ଦ୍ର 1935 ରେ ପଞ୍ଜାବରେ ଫିରୋଜ୍ ପୁର ଜିଲ୍ଲାରେ ଜନ୍ମ ହୋଇଥିଲେ, ବାପା ହେଡମାଷ୍ଟର ଥିଲେ ମା ହାଉସ ୱାଇଫ ଥିଲେ, ଧର୍ମେନ୍ଦ୍ର ପାଠ ପଢିବାରେ ଦୁର୍ବଳ ଥିଲେ କିନ୍ତୁ ଆଖଡ଼ା ଅଭିନୟରେ ରୂଚି ରଖୁଥିଲେ, କୁସ୍ତି ପ୍ରତି ମଧ୍ୟ ରୁଚି ରଖୁଥିଲେ,1954 ରେ ଦଶମ ପାସ କରି ବାପା ମାଆ ଙ୍କ ଇଚ୍ଛା ନ ଥିଲେ ବି ମୁମ୍ବାଇ ଆସିଥ୍ଲେ,
ପ୍ରଥମ ଫିଲ୍ମ ଦିଲ୍ ଭି ତେରା ହମ୍ ଭି ତେରି, ପଞ୍ଜାବ ର ଶେର ଥୂଲେ, ହଲ୍ ରେ ତାଙ୍କ ପିକଚର୍ ଆସିଲେ ଟିକେଟ ମିଳେ ନାହିଁ, ପ୍ରକାଶ କର ପ୍ରଥମ ପନ୍ଥି ବବି ଓ ଶନି ଙ୍କ ମା, ହେମା ମାଳିନୀଙ୍କୁ ଦ୍ବିତୀୟ ବିବାହ କରିଥିଲେ, ଧର୍ମେନ୍ଦ୍ର ଦୁଇ ଜଣ ସ୍ତ୍ରୀଙ୍କ ସାଥ୍ରେ ନେଇ ଖୁସିରେ ରୁହନ୍ତି,
ଇସା ଓ ଆହାନ ହେମା ମାଳିନୀ ଙ୍କ ଝିଅ ଅଟନ୍ତି,2023 ପର୍ଯ୍ୟନ୍ତ ଧର୍ମେନ୍ଦ୍ର ଅଭିନୟ କରିଛନ୍ତି ଶେଷ ଫିଲ୍ମ ରକି ରାଣୀ ପ୍ରେମ୍ କାହାଣୀ, ଧର୍ମେନ୍ଦ୍ର ଭାରତର ହିନ୍ଦୀ ଫିଲ୍ମ ଜଗତ ପାଇଁ ଅଭୁଲା ହୋଇ ରହିଯିବେ,
ଆଗାମୀ ପିଢ଼ି ନିଶ୍ଚିତ ମନେ ରଖୁବ, ତାଙ୍କ ପାଇଁ ଭକ୍ତି ପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ।