ଶାନ୍ତି ଆଲୋଚନାରେ ଅସହଯୋଗ ହେଲେ କଡା ପଦକ୍ଷେପ ନିଆଯିବ - ଟ୍ରମ୍ପ...

Apr 20, 2026 - 14:37
 17
ଶାନ୍ତି ଆଲୋଚନାରେ ଅସହଯୋଗ ହେଲେ କଡା ପଦକ୍ଷେପ ନିଆଯିବ - ଟ୍ରମ୍ପ...

ଶାନ୍ତି ଆଲୋଚନାରେ ଅସହଯୋଗ ହେଲେ କଡା ପଦକ୍ଷେପ ନିଆଯିବ - ଟ୍ରମ୍ପ...

ଇରାନ୍ ସହ ଦ୍ବିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା ପୂର୍ବରୁ ଟ୍ରମ୍ପଙ୍କ ଚେତାବନୀ

'ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ହର୍ମୁଜରେ ଇରାନ୍ ଗୁଳିଚାଳନା କରିଛି'

ଏହା ଅସ୍ତ୍ରବିରତି ଚୁକ୍ତିନାମାର ଖୋଲା ଉଲ୍ଲଙ୍ଘନ- ଟ୍ରମ୍ପ

'ଫ୍ରାନ୍ସ ଓ ୟୁକେ ଜାହାଜ ଉପରକୁ ହର୍ମୁଜରେ ଗୁଳିମାଡ଼ ହୋଇଛି'

ଏହା ଠିକ୍ ନୁହେଁ, ତଥାପି କାଲି ଆମ ପ୍ରତିନିଧି ଇସ୍‌ଲାମାବାଦ ଯିବେ'

'ଆମେ ଶାନ୍ତି ଆଲୋଚନା ପାଇଁ ଗ୍ରହଣୀୟ ପ୍ରସ୍ତାବ ଦେବୁ'

ଯଦି ସେମାନେ ପ୍ରସ୍ତାବରେ ରାଜି ନ ହୁଅନ୍ତି ତାହେଲେ ଆକ୍ରମଣ- ଟ୍ରମ୍ପ

'ଗୋଟି ଗୋଟି କରି ଇରାନ୍‌ର ପାୱାର ପ୍ଲାଣ୍ଟ ଓ ବ୍ରିଜ୍‌କୁ ଉଡ଼ାଇ ଦେବୁ'