ଶିକ୍ଷା ବ୍ୟବସ୍ଥା ସ୍ବଦେଶୀ ଅଭିମୁଖୀ ହେବା ଦରକାର - ଧର୍ମେନ୍ଦ୍ର ପ୍ରଧାନ

Mar 29, 2026 - 13:55
 9
ଶିକ୍ଷା ବ୍ୟବସ୍ଥା ସ୍ବଦେଶୀ ଅଭିମୁଖୀ ହେବା ଦରକାର - ଧର୍ମେନ୍ଦ୍ର ପ୍ରଧାନ

ଶିକ୍ଷା ବ୍ୟବସ୍ଥା ସ୍ବଦେଶୀ ଅଭିମୁଖୀ ହେବା ଦରକାର - ଧର୍ମେନ୍ଦ୍ର ପ୍ରଧାନ

‘ଏକାତ୍ମ ମାନବ ଦର୍ଶନ’ ଶୀର୍ଷକ ଆନ୍ତର୍ଜାତୀୟ ସମ୍ମିଳନୀରେ ଯୋଗଦେଲେ

‘ଏକାତ୍ମ ମାନବ ଦର୍ଶନ' କେବଳ ଏକ ଚିନ୍ତାଧାରା ନୁହେଁ, ଏହା ରାଷ୍ଟ୍ର ଜୀବନର ଦର୍ଶନ

ବିଭିନ୍ନ ବିଶ୍ବବିଦ୍ୟାଳୟର କୁଳପତିମାନଙ୍କ ସହ କଲେ ଆଲୋଚନା

ଭାରତୀୟ ଭାଷା ସଂସ୍ଥାନ ପରିଦର୍ଶନ ସହ ଏକ ସ୍ବତନ୍ତ୍ର ପ୍ରଦର୍ଶନୀକୁ ଉଦଘାଟନ କଲେ

ଜଗଦଗୁରୁ ଶ୍ରୀ ଶିବରାତ୍ରୀ ଦେଶିକେନ୍ଦ୍ର ମହାସ୍ବାମୀଜୀଙ୍କୁ ସାକ୍ଷାତ କରି ଆଶୀର୍ବାଦ ନେଲେ

ମହୀଶୂର, ମାର୍ଚ୍ଚ ୨୬,୨୦୨୬ - ଆମ ଶିକ୍ଷା ବ୍ୟବସ୍ଥା ଅଧୂକ ସ୍ବଦେଶୀ ଅଭିମୁଖୀ ହେବା ଆବଶ୍ୟକ । ଶିକ୍ଷାର ପ୍ରକୃତ

ଉଦ୍ଦେଶ୍ୟ ହେଉଛି ଜଣେ ସାମଗ୍ରିକ ମାନବର ନିର୍ମାଣ କରିବା, ଯିଏ ନିଜର ସାଂସ୍କୃତିକ ମୂଲ୍ୟବୋଧ ସହ ଯୋଡ଼ି ହୋଇ ରହିବ ଏବଂ ରାଷ୍ଟ୍ର ପ୍ରତି ନିଜର ଉତ୍ତରଦାୟିତ୍ୱ ନିର୍ବାହ କରିବ ବୋଲି ଆଜି କର୍ଣ୍ଣାଟକର ମହୀଶୂର ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ନ୍ଦ୍ର ପ୍ରଧାନ 1

এই 'งศศิ ଗସ୍ତକାଳରେ ମନ୍ତ୍ରୀ ଶ୍ରୀ ପ୍ରଧାନ କର୍ଣ୍ଣାଟକ ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟ ପରିସରରେ 'ପ୍ରଜ୍ଞା ପ୍ରବାହ' ଏବଂ ସପିଏମଆର ଫାଉଣ୍ଡେସନ’ ଦ୍ବାରା ଆୟୋଜିତ ‘ଏକାମ୍ ମାନବ ଦର୍ଶନ' ଶୀର୍ଷକ ଆନ୍ତର୍ଜାତୀୟ ସମ୍ମିଳନୀରେ ଯୋଗ ଦେ ଦେଇଛନ୍ତି । ଏହି ଅବସରରେ ସେ ଭାର ଭାରତୀୟ ଜ୍ଞାନ ପରମ୍ପରା ଏବଂ ଶ୍ରଦ୍ଧେୟ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ବିଚାରଧାରା ଉପରେ ଆଲୋକପାତ କରିଥିଲେ । ମନ୍ତ୍ରୀ 1 ପ୍ରଧାମ ଧ୍ଯାନ କହିଛନ୍ତି ଯେ, ପଣ୍ଡିତ ଦୀନଦୟାଲ ଉପା ଉପାଧ୍ୟାୟଙ୍କ 'ଏକାତ୍ମ ମାନବବାଦ' କେବଳ ଏକ ବିଚାର ନୁହେଁ, ବରଂ ଏହା ଆମ ରାଷ୍ଟ୍ର ଜୀବନର ଏକ ସ୍ଥାୟୀ ଦର୍ଶନ । ଏହି ଗସୃ 1ସୁକାଳରେ ଶ୍ରୀ ପ୍ରଧାନ ବିଭିନ୍ନ ବିଶ୍ବବିଦ୍ୟାଳୟ ଳୟର କୁଳପତିମାନଙ୍କ ସହ ମନ୍ତ୍ରୀ ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଜାତୀୟ ଶିକ୍ଷା ନୀତିର ପ୍ରଭାବଶାଳୀ ରୂପାୟନ ମାଧ୍ୟମରେ ଭାରତର ଉଚ୍ଚଶିକ୍ଷା ଶିକ୍ଷା କ୍ଷେତ୍ରକୁ ବିଶ୍ବସ୍ତରୀୟ କରିବା ସହ ବିଦେ ବିଦେଶରେ ଭାରତୀୟ କ୍ୟାମ୍ପସ ପ୍ରତିଷ୍ଠା ଉପରେ ସେ ଗୁରୁତ୍ବ ଦେଇଥିଲେ। ।

କେନ୍ଦ୍ରୀୟ ଭାରତୀୟ ଭାଷା ସଂସ୍ଥାନ (ସିଆଇଆଇଏଲ) ପରିଦର୍ଶନ କରି ସେଠାରେ ଆୟୋଜିତ ଏକ ସ୍ବତନ୍ତ୍ର ପ୍ରଦର୍ଶନୀକୁ ଉଦ୍‌ଘାଟନ କରିବା ସହ ୨୨ଟି ଅନୁସୂଚିତ ଭାଷା ବ୍ୟତୀତ ତ ଭାରତର ସମସ୍ତ ଆଞ୍ଚଳିକ ଭାଷା ଓ ଜ୍ଞାନ କୌଶଳକୁ ଶିକ୍ଷା ବ୍ୟବସ୍ଥାରେ ସାମିଲ କରିବା ପାଇଁ ସେ ଗୁରୁତ୍ବାରୋପ କରିଥିଲେ । ସେହିପରି ସିଆଇଆଇଏଲର ପ୍ରତିନିଧୂ ଦଳଙ୍କ ସହ ଆଲୋଚନା ସମୟରେ ମନ୍ତ୍ରୀ ଶ୍ରୀ ପ୍ରଧାନ ଭାଷାଭିତ୍ତିକ ଢାଞ୍ଚା ଓ ଜ୍ଞାନ ପ୍ରଣାଳୀର କୋଲୋନାଇଜେସନ୍' ବା ଗୋଲାମି ମାନସିକତାରୁ ମୁକ୍ତି କରିବା ଉପରେ ଟ୍ରଷ୍ଟ (ଏନବିଟି) ଜୋର ଦେଇଥିଲେ । ନ୍ୟାସନାଲ ବୁକ୍ ଭଳି ସଂସ୍ଥା ମାଧ୍ୟମରେ ସ୍ଥାନୀୟ ଭାଷାରେ ବିଷୟବସ୍ତୁ ପ୍ରସାର କରିବାକୁ ସେ ପରାମର୍ଶ ଦେ ମର୍ଶ ଦେଇଛନ୍ତି

ଶିକ୍ଷା ମନ୍ତ୍ରୀ ତାଙ୍କ ଗସ୍ତ କାଳରେ ଜଗଦଗୁରୁ ଶ୍ରୀ ଶିବରାତ୍ରୀ ଦେଶିକେନ୍ଦ୍ର ମହାସ୍ବାମୀଜୀଙ୍କୁ ସାକ୍ଷାତ କରି ଆଶୀବ ଆଶୀର୍ବାଦ ଗ୍ରହଣ କରିଥିଲେ । ଗ୍ରାମୀଣ ବିକାଶ ଏବଂ ବଂ ମୂଲ୍ୟବୋଧଭିତ୍ତିକ ଶିକ୍ଷା ପ୍ରସାର କ୍ଷେତ୍ରରେ ମହାସ୍ବାମୀ ମୀଜୀଙ୍କ ଅବଦାନକୁ ସେ ରାଷ୍ଟ୍ର ନିର୍ମାଣର ଏକ ପ୍ରେରଣାଦାୟୀ ଦିଗ ବୋଲି ବର୍ଣ୍ଣନା କରିଛନ୍ତି । ।