ଷଷ୍ଠରୁ ଦ୍ୱାଦଶ ଶ୍ରେଣୀର ସମସ୍ତ ଛାତ୍ରୀଙ୍କୁ ମାଗଣାରେ 'ସାନିଟାରୀ ପ୍ୟାଡ଼'...
ଷଷ୍ଠରୁ ଦ୍ୱାଦଶ ଶ୍ରେଣୀର ସମସ୍ତ ଛାତ୍ରୀଙ୍କୁ ମାଗଣାରେ 'ସାନିଟାରୀ ପ୍ୟାଡ଼'...
ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଝିଅମାନଙ୍କ ପାଇଁ ମାଗଣା 'ସାନିଟାରୀ ପ୍ୟାଡ୍'
ପୃଥକ ପୃଥକ ଭାବେ ଶୌଚାଳୟ ବ୍ୟବସ୍ଥା
ସମସ୍ତ ସରକାରୀ ସ୍ତରରେ କାର୍ଯ୍ୟକାରୀ ହେବା ଦରକାର
ତତସହିତ ବେସରକାରୀ ସ୍କୁଲରେ 'ସାନିଟାରୀ ପ୍ୟାଡ୍' ଯୋଗାଇବା ମଧ୍ୟ ବାଧ୍ୟତାମୂଳକ
ଦାୟର ଏକ ପିଟିସନ ଉପରେ ଶୁଣାଣି କରି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।